-୦୧- ସନ୍ୟାସୀ ର ମୋହ
କିଏ ଦେଲା
ଶ୍ରାବଣ ର
ଚପଳ ଅବିର
ଶିଳା ର ଏ
ସ୍ଥାଣୁ ଆଉ
ସ୍ଥବିର ଓଠ ରେ?
ବୟସ ର
ସବୁତକ ନୀଳ
ହଜି ଗଲା ପରେ
ମରିଚିକା
ମିଛ ମିଛ
ସପନ ପଛରେ ।।
This poem has not been translated into any other language yet.
I would like to translate this poem
A beautiful poem.I enjoyed it.