କେଉଁ ପ୍ରୀତି ଫୁଲ ହସ: - 01 (Keon Preeti Phoola Hasa/ Odia Poem) Poem by Subhas Chandra Chakra

କେଉଁ ପ୍ରୀତି ଫୁଲ ହସ: - 01 (Keon Preeti Phoola Hasa/ Odia Poem)

Rating: 5.0

ଜାଣି ନାହିଁ,

ଏଇ ହସ, ଯାହା

ଏତେ ଅମାୟିକ

ମିଠା ମିଠା ବାସେ

ମନ ତଳ,

ସୀମା ସରହଦ

ଭରିଦିଏ

ଫଗୁଣ ରଙ୍ଗ ରେ-

କାହା ମନେ

ଜାଳି ଦିଏ ଜାଗର ପ୍ରଦୀପ

ପ୍ରଣୟ ର ସବୁ କଢ

ଏକା ବେଳେ

ଫୁଟି ଫୁଟି ଯାଏ ।



କିଏ ଜାଣେ?

କିଏ ଜାଣେ ଏ ହସ ର

କେତେ ଅଂଶ

ଗଲା ରାତି ପ୍ରଣୟ ର

ପ୍ରୀତି ଅବଶେଷ? ?

କେଉଁ ପ୍ରୀତି ଫୁଲ ହସ: - 01 (Keon Preeti Phoola Hasa/ Odia Poem)
Saturday, December 16, 2017
Topic(s) of this poem: flower,heart song,lifestyle,love and life,smile
COMMENTS OF THE POEM
Rajendra Rout 09 March 2018

କିଏ ଜାଣେ? କିଏ ଜାଣେ ଏ ହସ ର କେତେ ଅଂଶ ଗଲା ରାତି ପ୍ରଣୟ ର ପ୍ରୀତି ଅବଶେଷ? ? Beautiful expreation I enjoy this beautiful poem

1 0 Reply
suratha rout 16 January 2018

ଜାଣି ନାହିଁ, ଏଇ ହସ, ଯାହା ଏତେ ଅମାୟିକ ମିଠା ମିଠା ବାସେ ମନ ତଳ, ସୀମା ସରହଦ ଭରିଦିଏ ଫଗୁଣ ରଙ୍ଗ ରେ- କାହା ମନେ ଜାଳି ଦିଏ ଜାଗର ପ୍ରଦୀପ ପ୍ରଣୟ ର ସବୁ କଢ ଏକା ବେଳେ ଫୁଟି ଫୁଟି ଯାଏ । This poem is full of love. Thanks for sharing. 10+++++

3 0 Reply
Bharati Nayak 11 January 2018

କିଏ ଜାଣେ? କିଏ ଜାଣେ ଏ ହସ ର କେତେ ଅଂଶ ଗଲା ରାତି ପ୍ରଣୟ ର ପ୍ରୀତି ଅବଶେଷ? ? - - - - - Exquisitely beautiful poem.

5 0 Reply
Subhas Chandra Chakra 11 January 2018

Thank you so much for your kind and beautiful words of encouragement.

0 0
Ranjan Kumar Ghosh 17 December 2017

ଭରିଦିଏ ଫଗୁଣ ରଙ୍ଗ ରେ- କାହା ମନେ ଜାଳି ଦିଏ ଜାଗର ପ୍ରଦୀପ very nice and heat full poem10 10++++++

4 0 Reply
Subhas Chandra Chakra 11 January 2018

Thanks For the beautiful words of encouragement.

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success