ପାହାଡି ଝରଣା କୂଳେ,
ସଞ୍ଜେ, ସକାଳେ,
ଯାହା ମୋର
ଅନ୍ତରଙ୍ଗ ଏତେ-
ତରୁଣ ସପନ ସିଏ,
ଗୋପନରେ ଛୁଏଁ,
ଅନ୍ତର ମୋ-
ଏକା ଏକା ଉଦାସ ମୂହୁର୍ତ୍ତେ ।।
ତରୁଣ ସପନ ସିଏ, ଗୋପନରେ ଛୁଏଁ, ଅନ୍ତର ମୋ- Such an poem. Loved it. Separation sketched well.10
This poem has not been translated into any other language yet.
I would like to translate this poem
ପାହାଡି ଝରଣା କୂଳେ, ସଞ୍ଜେ, ସକାଳେ, ଯାହା ମୋର ଅନ୍ତରଙ୍ଗ ଏତେ- Lovely poem sir. I enjoy this poem.thanks for sharing this poem 10+±±++
Rajendra, Thanks dear for your heartfelt remarks.