ତୁମକୁ ଭେଟିବା ପରେ -013 (Tumaku Bhetiba Pare -13 / Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -013 (Tumaku Bhetiba Pare -13 / Odia Poem)

Rating: 5.0

ପ୍ରଣୟ ର ଅୟୁତ ମୂହୁର୍ତ୍ତ

ତିନି କାଳେ, ନଭେ, ଜଳେ, ସ୍ଥଳେ

ଭାବନା ର, ଭାଷାର ଉର୍ଦ୍ଧ୍ୱରେ ।।



ତୁମେ ମୋର

ସୂରୁଯ ସକାଳେ,

ତୁମେ ଜହ୍ନ ରାତି

ତାରା ମେଳେ ।।



ତୁମେ ଖରା

ଶୀତ ଗୋଧୂଳି ର

ତୁମେ ପରା

ମୋ' ସବୁ ଦିନ ର ।।

Thursday, September 15, 2016
Topic(s) of this poem: love
COMMENTS OF THE POEM
Rajendra Rout 18 November 2017

ତୁମେ ଖରା ଶୀତ ଗୋଧୂଳି ର ତୁମେ ପରା ମୋ' ସବୁ ଦିନ ର ।। Quite poem sharing....10++++++for it

0 0 Reply
Sabita Sahoo 30 October 2017

ତୁମେ ଖରା ଶୀତ ଗୋଧୂଳି ର ତୁମେ ପରା ମୋ' ସବୁ ଦିନ ର ।। Lovely poem shared. 10 for it.

0 0 Reply
Soumya Ranjan Rout 26 September 2017

ପ୍ରଣୟ ର ଅୟୁତ ମୂହୁର୍ତ୍ତ ତିନି କାଳେ, ନଭେ, ଜଳେ, ସ୍ଥଳେ ଭାବନା ର, ଭାଷାର ଉର୍ଦ୍ଧ୍ୱରେ ।।Beautiful lyrics10++++++

0 0 Reply
Kumarmani Mahakul 24 August 2017

Premara utkrusta barnana hoichhi ethare Premika atai jahna taraka melare Se hin sheeta godhulira khara saburi dinara Bhuli huena taku o e geetara chamaka Dhanybada priya bandhu priya kabibara Srujuthantu nuan nuan kabita sambhara.

1 0 Reply
Subhas Chandra Chakra 30 September 2016

ତୁମେ ମୋର ସୂରୁଯ ସକାଳେ, ତୁମେ ଜହ୍ନ ରାତି ତାରା ମେଳେ ।। ତୁମେ ଖରା ଶୀତ ଗୋଧୂଳି ର ତୁମେ ପରା ମୋ' ସବୁ ଦିନ ର ।। Enjoyed your nice poem. Thanks

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success