ତୁମକୁ ଭେଟିବା ପରେ -014 (Tumaku Bhetibapare -14 / Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -014 (Tumaku Bhetibapare -14 / Odia Poem)

Rating: 5.0

ସକାଳର ପହିଲି କିରଣ

ଯେତେବେଳେ ମୋତେ ଛୁଇଁ ଗଲା-

କିଏ ଅବା ମୋ'ର କାନେ କାନେ

'ତମେ ଆଜି ଯାଉଛ' କହିଲା।



ମୋ ଭିତର ସ୍ପନ୍ଦନ ର ବେଗ

ବଢିଗଲା କେଡ଼େ ଅଚାନକ!

ଦୂରତା ର ନଈ ର ଶେଯରେ

ଆସିଗଲା ଜୁଆର ଅସଂଖ୍ୟ ।।



ଦୂର ସେଇ ଆକାଶ ର ପିଠି

ଧୂଆଁଳିଆ ଚାଦରେ ଢାଙ୍କିଲା,

ତୁମ ସ୍ମୃତି ଅଚାନକ ମୋ'ର

ଅନ୍ତରରେ ଜକ ଜକ କଲା ।।



ଇଚ୍ଛା ହେଲା ଏଇ ମୂହୁର୍ତ୍ତ ରେ

ଉଡି ଉଡି ତୁମ ପାଶେ ଯିବି,

ତୁମ ନୀଳ ଉତ୍ତରୀ ଫାଙ୍କରୁ

ତମ ସାଥେ ଆଖି ମିଶାଇବି ।।

ତୁମକୁ ଭେଟିବା ପରେ -014 (Tumaku Bhetibapare -14 / Odia Poem)
Thursday, September 15, 2016
Topic(s) of this poem: longing,love
COMMENTS OF THE POEM
Subhas Chandra Chakra 30 September 2016

ଦୂର ସେଇ ଆକାଶ ର ପିଠି ଧୂଆଁଳିଆ ଚାଦରେ ଢାଙ୍କିଲାା । ତୁମ ସ୍ମୃତି ଅଚାନକ ମୋ'ର ଅନ୍ତରରେ ଜକ ଜକ କଲା ।। Thanks for this beauty in the poem.

4 0 Reply
Anita Aparajita Das 03 October 2016

ଇଚ୍ଛା ହେଲା ଏଇ ମୂହୁର୍ତ୍ତ ରେ ଉଡି ଉଡି ତୁମ ପାଶେ ଯିବି, ତୁମ ନୀଳ ଉତ୍ତରୀ ଫାଙ୍କରୁ ତମ ସାଥେ ଆଖି ମିଶାଇବି ।। Beautiful poem. Enjoyed the lyrical mood. Thanks for sharing it

3 0 Reply
Rajendra Rout 07 March 2018

ଇଚ୍ଛା ହେଲା ଏଇ ମୂହୁର୍ତ୍ତ ରେ ଉଡି ଉଡି ତୁମ ପାଶେ ଯିବି, ତୁମ ନୀଳ ଉତ୍ତରୀ ଫାଙ୍କରୁ ତମ ସାଥେ ଆଖି ମିଶାଇବି ।। Great poem sharing 10+++

0 0 Reply
Kshirod Kumar Dehury 23 November 2017

lovely poem.such a nice poem, is my heart touching poem, so, thanks for beautiful poem.10+++++

2 0 Reply
Subhas Chandra Chakra 23 November 2017

Thanks dear Kshirod K for so lovely remarks that inspire a lot.

0 0
Rajendra Rout 18 November 2017

ଇଚ୍ଛା ହେଲା ଏଇ ମୂହୁର୍ତ୍ତ ରେ ଉଡି ଉଡି ତୁମ ପାଶେ ଯିବି, ତୁମ ନୀଳ ଉତ୍ତରୀ ଫାଙ୍କରୁ ତମ ସାଥେ ଆଖି ମିଶାଇବି ।। Lovely poem shairing.thanku sir for sharing this lovely poem...10++++++******

1 0 Reply
Subhas Chandra Chakra 23 November 2017

Thanks Raj, Thanks dear for so lovely remarks that inspire a lot.

0 0
Biswa Ranjan Nayak 12 October 2017

ଇଚ୍ଛା ହେଲା ଏଇ ମୂହୁର୍ତ୍ତ ରେ ଉଡି ଉଡି ତୁମ ପାଶେ ଯିବି, ତୁମ ନୀଳ ଉତ୍ତରୀ ଫାଙ୍କରୁ ତମ ସାଥେ ଆଖି ମିଶାଇବି ।। Nicely written. 10+++

1 0 Reply
Soumya Ranjan Rout 26 September 2017

ଇଚ୍ଛା ହେଲା ଏଇ ମୂହୁର୍ତ୍ତ ରେ ଉଡି ଉଡି ତୁମ ପାଶେ ଯିବି, ତୁମ ନୀଳ ଉତ୍ତରୀ ଫାଙ୍କରୁ ତମ ସାଥେ ଆଖି ମିଶାଇବି ।। What a lyrical poem sir? 10++++++++++

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success