କେବେ ପାଶେ...କେବେ ଦୂରେ - 02 (Kebe Paase...Kebe Dure-02/Odia Poem) Poem by Subhas Chandra Chakra

କେବେ ପାଶେ...କେବେ ଦୂରେ - 02 (Kebe Paase...Kebe Dure-02/Odia Poem)

Rating: 5.0

ତମକୁ ଜୀବନେ ମୋର

ଏଇ ଅନୁରୋଧ,

କରିବ ନି କେବେ ତମେ

ମେର ଗତି ରୋଧ ।


ତମେ ମୋ ସଞ୍ଜ ସକାଳ

ଇହ, ପର କାଳ,

ମୋ ସପନ-ଅମାରାତେ

ତାରକା ସକଳ ।।


ତମ ଶୁଖିଲା ମୁହଁ କୁ

ସହି ପାରେ ନାହିଁ,

ବୁଝନା କାହିଁକି ଭଲା

ଦେଉଛ କନ୍ଦାଇ?


ୟେତେ ରାଗ ପଛେ ସଖୀ,

ତମେ ମୋ ଉପରେ-

ତମ ଛୁଆଁ ଦେଉଥାଅ

ଯାଅ ନାହିଁ ଦୂରେ ।।

କେବେ ପାଶେ...କେବେ ଦୂରେ - 02 (Kebe Paase...Kebe Dure-02/Odia Poem)
Sunday, December 10, 2017
Topic(s) of this poem: heart love,loneliness,longing,love and friendship
COMMENTS OF THE POEM
Rajendra Rout 07 March 2018

ତମ ଶୁଖିଲା ମୁହଁ କୁ ସହି ପାରେ ନାହିଁ, ବୁଝନା କାହିଁକି ଭଲା Very romantic poem. I enjoy this lovely poem

1 0 Reply

Thank you dear Ranjan dear for these nice remarks.

0 0
Ranjan Kumar Ghosh 12 December 2017

ତମେ ମୋ ଉପରେ- ତମ ଛୁଆଁ ଦେଉଥାଅ ଯାଅ ନାହିଁ ଦୂରେ ।। I really enjoy your poem thanks sir shearing a lovely poem10+++++++++

2 0 Reply
Subhas Chandra Chakra 12 December 2017

Thanks Ranjan K for these nice remarks.

0 0
Subhas Chandra Chakra 12 December 2017

Thanks Ranjan dear for these nice remarks.

0 0
Kumarmani Mahakul 11 December 2017

ଯାଅ ନାହିଁ ଦୂର ଥାଅ ପାଶେ ରହି କହି ଜୀବନର ଗାଥା, ଅନୁରୋଧ ମୋର ରଖିଥିବ ସଖୀ କିଛି କଥା କିଛି ବ୍ୟଥା l....ବାଃ.. ବାଃ..କି ଚମତ୍କାର ହୋଇଛି ଏହି କବିତା ଗୋଟିକ.l ମୁ ଆପଣଙ୍କୁ ପୂର୍ଣ ଦଶ ରୁ ଦଶ ଦେଉଅଛି l

2 0 Reply
Subhas Chandra Chakra 12 December 2017

Thank you Sir. I am obliged.

0 0
D Priyanka Singh 11 December 2017

ତମ ଶୁଖିଲା ମୁହଁ କୁ ସହି ପାରେ ନାହିଁ, ବୁଝନା କାହିଁକି ଭଲା ଦେଉଛ କନ୍ଦାଇ? Lovely poem from a new series shared. 10+++++ DP

1 0 Reply
Subhas Chandra Chakra 12 December 2017

Thanks DP for these nice remarks.

0 0
D Priyanka Singh 11 December 2017

ତମ ଶୁଖିଲା ମୁହଁ କୁ ସହି ପାରେ ନାହିଁ, ବୁଝନା କାହିଁକି ଭଲା ଦେଉଛ କନ୍ଦାଇ? Lovely poem from a new series shared.

1 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success