ସଖୀ-02 (Sakhi_02)/Odia Poem Poem by Subhas Chandra Chakra

ସଖୀ-02 (Sakhi_02)/Odia Poem

Rating: 5.0

କାଲି ପରି ଆଜି
ସକାଳେ ସୂରୁଯ
ଅବିର ବୋଳୁଚି
ଆକାଶର ସୀମନ୍ତ ରେ।

ହେଲେ ତମେ ନାହଁ
ଆଜି ମୋର ପାଖେ,
ମୋ ନାମେ ସିନ୍ଦୁର
ପିନ୍ଧିବାକୁ ସରାଗରେ।।

Friday, September 2, 2016
Topic(s) of this poem: friendship,loneliness,longing
COMMENTS OF THE POEM
Sabita Sahoo 07 December 2017

ହେଲେ ତମେ ନାହଁ ଆଜି ମୋର ପାଖେ, ମୋ ନାମେ ସିନ୍ଦୁର ପିନ୍ଧିବାକୁ ସରାଗରେ।। ବହୁତ ସୁନ୍ଦର ହୋଇଛି, କେତେ ବର୍ଷ ପରେ ସେଇ ବାସ୍ନା ର କବିତା ପଢିବାକୁ ମିଳିଲା । ଧନ୍ୟବାଦ ।। Thank you for this beautiful poem.10

0 0 Reply
Subhas Chandra Chakra 19 December 2017

Thanks for the beautiful remarks on the poem, Sabita

0 0
Sonali Parida 04 December 2017

ହେଲେ ତମେ ନାହଁ ଆଜି ମୋର ପାଖେ, ମୋ ନାମେ ସିନ୍ଦୁର ପିନ୍ଧିବାକୁ ସରାଗରେ।। Wow, a very melodious poem with a sweet lyrics. Thanks for sharing the great poem.10

1 0 Reply
Subhas Chandra Chakra 19 December 2017

Thanks for the beautiful remarks on the poem.

0 0
Seema Sharma Rimi 02 December 2017

କାଲି ପରି ଆଜି ସକାଳେ ସୂରୁଯ ଅବିର ବୋଳୁଚି ଆକାଶର ସୀମନ୍ତ ରେ । ହେଲେ ତମେ ନାହଁ ଆଜି ମୋର ପାଖେ, ମୋ ନାମେ ସିନ୍ଦୁର ପିନ୍ଧିବାକୁ ସରାଗରେ।। It's classic and beautiful dear poet. Keep uploading in Odia please.10 for this lovely poem

3 0 Reply
Subhas Chandra Chakra 03 December 2017

Thanks For your beautiful remarks, dear Rini.

0 0
Alina Kaikeyi 26 November 2017

ହେଲେ ତମେ ନାହଁ ଆଜି ମୋର ପାଖେ, ମୋ ନାମେ ସିନ୍ଦୁର ପିନ୍ଧିବାକୁ ସରାଗରେ।। Wow, a very melodious poem with a sweet lyrics. Thanks for sharing the great poem.10

3 0 Reply
Subhas Chandra Chakra 03 December 2017

Thanks For your beautiful remarks, dear Alina

0 0
Soumya Ranjan Rout 18 November 2017

ହେଲେ ତମେ ନାହଁ ଆଜି ମୋର ପାଖେ, ମୋ ନାମେ ସିନ୍ଦୁର ପିନ୍ଧିବାକୁ ସରାଗରେ।। Beautiful poem with beautiful lyrics.10+++++

2 0 Reply
Subhas Chandra Chakra 03 December 2017

Thanks For your beautiful remarks, Soumya

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success