ଶରତ ର ଗୀତ- 02 (Songs Of Autumn-02/ Odia Poem) Poem by Subhas Chandra Chakra

ଶରତ ର ଗୀତ- 02 (Songs Of Autumn-02/ Odia Poem)

Rating: 5.0

ଜହ୍ନ ର ରଜତ ମାୟା

ହସୁଥାଏ ନଦୀ ସେ ପାରି ରେ-

ଖାଁ ଖାଁ ନଈ ପଠା, ନଈ ବାଲି-

ଚୁନି ଚୁନି ଅୟୁତ ମୁହଁ ରେ ।।


ଦୂର ତାଳ ବଣ ଆଉ ମଶାଣି ର-

ସଫେଦ ଚାଦର ଢଙ୍କା-

ଅଙ୍ଗାର ଓ ଖପରା ମେଳ ରେ-

ଲୁଚୁକାଳି ଖେଳୁଥାଏ

ଶରତ ର ଜହ୍ନ ।।

Wednesday, February 14, 2018
Topic(s) of this poem: autumn
POET'S NOTES ABOUT THE POEM
Poems written during 1985 to 1990.
COMMENTS OF THE POEM
Sanghamitra Nayak 02 March 2018

ଜହ୍ନ ର ରଜତ ମାୟା ହସୁଥାଏ ନଦୀ ସେ ପାରି ରେ- ଖାଁ ଖାଁ ନଈ ପଠା, ନଈ ବାଲି- ଚୁନି ଚୁନି ଅୟୁତ ମୁହଁ ରେ ।। Wow, what a lovely narration of moonlit nights during Autumn days.

0 0 Reply

Mitra, , thanks dear for the great remarks and these words of encouragement.

0 0
Prativa Rani 14 February 2018

ଦୂର ତାଳ ବଣ ଆଉ ମଶାଣି ର- ସଫେଦ ଚାଦର ଢଙ୍କା- ଅଙ୍ଗାର ଓ ଖପରା ମେଳ ରେ- ଲୁଚୁକାଳି ଖେଳୁଥାଏ ଶରତ ର ଜହ୍ନ ।। Sometimes the autumn nights are too lonely. 10+++

2 0 Reply

Rani, , thanks dear for the great remarks and these words of encouragement.

0 0
Sanjukta Sahoo 14 February 2018

ଜହ୍ନ ର ରଜତ ମାୟା ହସୁଥାଏ ନଦୀ ସେ ପାରି ରେ- ଖାଁ ଖାଁ ନଈ ପଠା, ନଈ ବାଲି- ଚୁନି ଚୁନି ଅୟୁତ ମୁହଁ ରେ ।। Wow, what a lovely narration of moonlit nights during Autumn days. Loved it so much. 10+++++

2 0 Reply

Sanju, , thanks dear for the great remarks and these words of encouragement.

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success