ଶରତ ର ଗୀତ- 03 (Songs Of Autumn-03/ Odia Poem) Poem by Subhas Chandra Chakra

ଶରତ ର ଗୀତ- 03 (Songs Of Autumn-03/ Odia Poem)

Rating: 5.0

ଶିରି ଶିରି ଝାଉଁ ବଣେ

ଘୋ ଘୋ ଜୁଆର କୁହାଟେ-

କେଉଁ ଦୂର ପରଦେଶୀ,

ଅଧ ରାତି ପରେ,

ଏ ବେଳାରେ-

ଏତେ ଦିନେ ଘରକୁ ଲେଉଟେ-


ପ୍ରିୟା ଆଖି ଲୁହ ର ଦରଜା

ଫିଟିଯାଏ ଏତେ କାଳ ପରେ,

ତା ହାତ ର ଯାଦୁ ପରଶ ରେ ।।


ଶରତ ର ରାତି ଭିଜିଯାଏ

ଜୋଛନା ର ନୀଳ ପରାଗ ରେ,

ମିଳନ ର ବାସ୍ନା ରେ ବାସ୍ନା ରେ ।।

Wednesday, February 14, 2018
Topic(s) of this poem: autumn
POET'S NOTES ABOUT THE POEM
Poems written during 1985 to 1990.
COMMENTS OF THE POEM
Sanghamitra Nayak 02 March 2018

ଶରତ ର ରାତି ଭିଜିଯାଏ ଜୋଛନା ର ନୀଳ ପରାଗ ରେ, ମିଳନ ର ବାସ୍ନା ରେ ବାସ୍ନା ରେ Lovely, , nicely crafted romantic poem.

1 0 Reply

Thanks Mitra for these lovely remarks.

0 0
Prativa Rani 14 February 2018

ପ୍ରିୟା ଆଖି ଲୁହ ର ଦରଜା ଫିଟିଯାଏ ଏତେ କାଳ ପରେ, ତା ହାତ ର ଯାଦୁ ପରଶ ରେ ।। Highly romantic poem sir. loved this poem so much. 10+++

6 0 Reply
Subhas Chandra Chakra 21 February 2018

Pratibha, , thank you my dear for the great remarks and these words of encouragement

0 0
Sanjukta Sahoo 14 February 2018

ଶରତ ର ରାତି ଭିଜିଯାଏ ଜୋଛନା ର ନୀଳ ପରାଗ ରେ, ମିଳନ ର ବାସ୍ନା ରେ ବାସ୍ନା ରେ Lovely, , nicely crafted romantic poem. 10+++

6 0 Reply
Subhas Chandra Chakra 20 February 2018

Pratibha, , thank you dear for the great remarks and these words of encouragement.

0 0
Subhas Chandra Chakra 20 February 2018

Sanjukta, , thanks dear for the great remarks and these words of encouragement.

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success