-୪-ଅଧା ସପନ ର ଗୀତି
କୁଆଁରୀ ଆଖି ର
ପତାରେ ପତାରେ
ମଳିଛିଆ ଜହ୍ନ ଚୁମେ,
ଗଲା ଦିନ ସେଇ
ଅଧା କାହାଣୀ ର
ନାୟିକା ତ ନୁହଁ ତୁମେ?
" ଅଧା କାହାଣୀର ନାୟିକା ତ ନୁହଁ ତୁମେ " So beatiful lines..
This poem has not been translated into any other language yet.
I would like to translate this poem
About whom is it addressed? I think I know her. Thanks for such a beautiful creation.