ତୁମକୁ ଖୋଜିବା ବେଳେ
ସ୍ତବ୍ଧ ମୋର
ତିନି କାଳ, ଚଉଦ ଭବନ-
ଷଡ ଋତୁ ବାସ୍ନା ଭିଜା
ଦେହ, ମନ, ପ୍ରାଣ ।
ତୁମ ରୂପ ଦିଶିଯାଏ
ଅଫୁଟା ଖଇ ତାତି ରେ
ଜଳୁଥିଲା ଏ ମନ ର
ଭଙ୍ଗା କାଚ, ଆଇନା ପିଠି ରେ-
ଶୀତ ରାତି ସପନ କୁ
ଏକା ଏକା ଦେଖିଥିବା
ନି8ସଙ୍ଗତା ବୁଢିଆଣୀ ଜାଲ
ବାନ୍ଧି ରଖି ଥିବା ଯେତେ
ରୂପା ଦିହ, ମାଈ କାକର ରେ ।।
ଶୀତ ରାତି ସପନ କୁ ଏକା ଏକା ଦେଖିଥିବା ନି8ସଙ୍ଗତା ବୁଢିଆଣୀ ଜାଲ Quest for love or the person of your dream becomes timeless when the heart takes the place of all the senses- the eyes, the ears, the nose are no more the essential instruments of perception. Lovely sharing of thought. 10++++
ତୁମ ରୂପ ଦିଶିଯାଏ ଅଫୁଟା ଖଇ ତାତି ରେ ଜଳୁଥିଲା ଏ ମନ ର ଭଙ୍ଗା କାଚ, ଆଇନା ପିଠି ରେ- କେଡେ ସୁନ୍ଦର କବିତା, ଚମତ୍କାର ଶବ୍ଦ ସଂଯୋଜନା ଆପଣଙ୍କର । 10+++ for the poem shared.
ତୁମ ରୂପ ଦିଶିଯାଏ ଅଫୁଟା ଖଇ ତାତି ରେ ଜଳୁଥିଲା ଏ ମନ ର ଭଙ୍ଗା କାଚ, ଆଇନା ପିଠି ରେ- Wow, what a nice poem, loved it. 10++++
This poem has not been translated into any other language yet.
I would like to translate this poem
ଜୀବନ ର ଏଇ ଦୋଛକି ରେ ଦୃଶ୍ୟମାନ, ଏକମାତ୍ର ରାହା ତମେ ପରା ।। lovely poem shairing 10+++++