କାଲି ତମେ ବରାଦ କରିଛ,
ଲେଖୁଥିବି ଶେଷ ପୃଷ୍ଠା ଯାଏ-
ଯେ ଯାଏ ଯାଇଚ ତମେ ଛୁଇଁ,
ତମ ପ୍ରେମ ନୀଳ ମୋହର ରେ...
ଆଉ ଏବେ ପାରିବି ନି ରୋକି
ମୋ ମନ ର ଆବେଗ ଉଚ୍ଛ୍ୱାସ,
ଏ କଲମ ଯିବନି ଅଟକି,
କେବେ ଆଉ ହେବନି ଅବଶ...
ମିଳିଗଲା ଏ ନୀଳ ଅକ୍ଷରେ-
ତୁମ ପ୍ରେମ ସବୁଜ ସଂକେତ,
ମିଳିଗଲା ମୋ ଛାତି କାଗଜେ
ପ୍ରଣୟ ର ନୀଳ ଦସ୍ତଖତ...
ଆଉ ଏବେ ପାରିବି ନି ରୋକି ମୋ ମନ ର ଆବେଗ ଉଚ୍ଛ୍ୱାସ, ଏ କଲମ ଯିବନି ଅଟକି, କେବେ ଆଉ ହେବନି ଅବଶ.. Beautiful poem 10+++
କାଲି ତମେ ବରାଦ କରିଛ, ଲେଖୁଥିବି ଶେଷ ପୃଷ୍ଠା ଯାଏ- ଯେ ଯାଏ ଯାଇଚ ତମେ ଛୁଇଁ, ତମ ପ୍ରେମ ନୀଳ ମୋହର ରେ... Lovely poem. 10+++
ମିଳିଗଲା ଏ ନୀଳ ଅକ୍ଷରେ- ତୁମ ପ୍ରେମ ସବୁଜ ସଂକେତ, ମିଳିଗଲା ମୋ ଛାତି କାଗଜେ ପ୍ରଣୟ ର ନୀଳ ଦସ୍ତଖତ... Lovely poem.10++
This poem has not been translated into any other language yet.
I would like to translate this poem
ମିଳିଗଲା ଏ ନୀଳ ଅକ୍ଷରେ- ତୁମ ପ୍ରେମ ସବୁଜ ସଂକେତ, ମିଳିଗଲା ମୋ ଛାତି କାଗଜେ ପ୍ରଣୟ ର ନୀଳ ଦସ୍ତଖତ... lovely.10+++