ଏବେ ମୋର ସବୁ ଖାଲି ପୃଷ୍ଠା
ଭରିଯିବ ତୁମରି ପରଶ,
ପ୍ରତିଶବ୍ଦ, ପ୍ରତି ଅକ୍ଷର ରେ
ମିଳୁଥିବ ତୁମ ସ୍ପର୍ଶ, ବାସ...
ତୁମକୁ ଭେଟିବା ପରେ ଯେତେ
ଆସିଚି ମୋ ଜୀବନେ ମୂହୁର୍ତ୍ତ
ଆଜି ଦେଲା ସର୍ବ ଶ୍ରେଷ୍ଠ ପ୍ରାପ୍ତି
ତମ ସ୍ୱେଚ୍ଛା ନୀଳ ଦସ୍ତଖତ...
ତମେ ଯେତେବେଳେ ଏ ପୃଷ୍ଠାରେ
ଆପେ ଆପେ କଲମ ଚାଳିଲ,
ସେ ମୂହୁର୍ତ୍ତେ ମୋ ଖୋଲା ଛାତି ରେ
ଲାଗୁଥିଲା ଚୁମି ଦେଉଥିଲ....
ତମେ ଯେତେବେଳେ ଏ ପୃଷ୍ଠାରେ ଆପେ ଆପେ କଲମ ଚାଳିଲ, ସେ ମୂହୁର୍ତ୍ତେ ମୋ ଖୋଲା ଛାତି ରେ ଲାଗୁଥିଲା ଚୁମି ଦେଉଥିଲ.... Lovely, nice poem. 10 for the poem.
ତମେ ଯେତେବେଳେ ଏ ପୃଷ୍ଠାରେ ଆପେ ଆପେ କଲମ ଚାଳିଲ, ସେ ମୂହୁର୍ତ୍ତେ ମୋ ଖୋଲା ଛାତି ରେ ଲାଗୁଥିଲା ଚୁମି ଦେଉଥିଲ.... 10++++
ତମେ ଯେତେବେଳେ ଏ ପୃଷ୍ଠାରେ ଆପେ ଆପେ କଲମ ଚାଳିଲ, ସେ ମୂହୁର୍ତ୍ତେ ମୋ ଖୋଲା ଛାତି ରେ ଲାଗୁଥିଲା ଚୁମି ଦେଉଥିଲ.... lovely poem.10+++
This poem has not been translated into any other language yet.
I would like to translate this poem
ତମେ ଯେତେବେଳେ ଏ ପୃଷ୍ଠାରେ ଆପେ ଆପେ କଲମ ଚାଳିଲ, ସେ ମୂହୁର୍ତ୍ତେ ମୋ ଖୋଲା ଛାତି ରେ ଲାଗୁଥିଲା ଚୁମି ଦେଉଥିଲ.... Great poem sharing i loved it 10+++++****