ତୁମକୁ ଭେଟିବା ପରେ-059 (Tumaku Bhetiba Pare-59/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-059 (Tumaku Bhetiba Pare-59/Odia Poem)

Rating: 5.0

ତମ ନୀଳ ଆବେଗ ର ସ୍ପର୍ଶ-

କାଳି ହୋଇ ବହି ଚାଲିଥିଲା,


ଅନାଗତ କାଳ କାଳ ପାଇଁ-

ସ୍ମୃତି ସୌଧ ଗଢି ଚାଲିଥିଲା...


ତମ ପାଇଁ ଅର୍ବୁଦ ସ୍ୱପ୍ନ ରେ

ରାଣୀ ପରି ସଜାଇବା ପାଇଁ,


ତମ ପାଇଁ କୋଟି କାମନା ର

କଢିତକ ଫୁଟାଇବା ପାଇଁ...


ତୁମ ଓଠ ଲକ୍ଷ ଚୁମ୍ବନ ର

ତାତି ତକ ଓଠେ ନେବା ପାଇଁ,


ତୁମ ସ୍ପର୍ଶ ଅୟୁତ ସ୍ମୃତି ରେ

ଛାତି ଶେଯ ଭିଜାଇବା ପାଇଁ...


ତୁମ ଦେହ ହଜାରେ ଛୁଆଁ ରେ-

ମୋ ଆତ୍ମା କୁ ରଖିବ ବଞ୍ଚାଇ...

ତୁମକୁ ଭେଟିବା ପରେ-059 (Tumaku Bhetiba Pare-59/Odia Poem)
Friday, October 13, 2017
Topic(s) of this poem: desire,longing,love,love and art,love and dreams,love and friendship,love and life,meeting
COMMENTS OF THE POEM
Alina Kaikeyi 06 December 2017

ତୁମ ଦେହ ହଜାରେ ଛୁଆଁ ରେ- ମୋ ଆତ୍ମା କୁ ରଖିବ ବଞ୍ଚାଇ... 10++ Alina

1 0 Reply
Subhas Chandra Chakra 06 December 2017

Thanks. Thank you for the warmest inspiration.

0 0
Sabita Sahoo 28 October 2017

ତୁମ ସ୍ପର୍ଶ ଅୟୁତ ସ୍ମୃତି ରେ ଛାତି ଶେଯ ଭିଜାଇବା ପାଇଁ... ତୁମ ଦେହ ହଜାରେ ଛୁଆଁ ରେ- ମୋ ଆତ୍ମା କୁ ରଖିବ ବଞ୍ଚାଇ... Thanks for this lovely poem shared. 10++++

1 0 Reply
Subhas Chandra Chakra 06 December 2017

Thanks. Thank you Sabita for the warmest inspiration.

0 0
Prativa Rani 13 October 2017

ତୁମ ଦେହ ହଜାରେ ଛୁଆଁ ରେ- ମୋ ଆତ୍ମା କୁ ରଖିବ ବଞ୍ଚାଇ... 10+++

2 0 Reply
Subhas Chandra Chakra 06 December 2017

Thanks Rani. Thank you for the warmest inspiration.

0 0
D Priyanka Singh 13 October 2017

ତୁମ ଓଠ ଲକ୍ଷ ଚୁମ୍ବନ ର ତାତି ତକ ଓଠେ ନେବା ପାଇଁ, ତୁମ ସ୍ପର୍ଶ ଅୟୁତ ସ୍ମୃତି ରେ ଛାତି ଶେଯ ଭିଜାଇବା ପାଇଁ... ତୁମ ଦେହ ହଜାରେ ଛୁଆଁ ରେ- ମୋ ଆତ୍ମା କୁ ରଖିବ ବଞ୍ଚାଇ... ଆୀଦୂମ ଜଦାସ...10

3 0 Reply
Subhas Chandra Chakra 06 December 2017

Thanks. Thank you Priyanka for the warmest inspiration.

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success