ବିରହ ର ବର୍ଣମାଳା: 06- ଅୟୁତ ଦରଦ ର କଥା Poem by Subhas Chandra Chakra

ବିରହ ର ବର୍ଣମାଳା: 06- ଅୟୁତ ଦରଦ ର କଥା

Rating: 5.0

ତୁମ ଠାରୁ ଯୋଜନ ଦୂରତା-

ସ୍ନାୟୁ, ମନ, ଓଠ ର ଉତ୍ତାପ,

ତୁମ ଠାରୁ ଅୟୁତ ଚୁମ୍ବନ ।


ସ୍ନେହ ମୟ

ଦରଦିଆ ସ୍ପର୍ଶ,

ଜୀବନ ର କୋଣ ଅନୁକୋଣ ।

ମୋର ଏଇ ଦୁନିଆ ର

ଅନ୍ଧାରିଆ,

ଆଲୋକିତ,

ସବୁଯାକ ପାର୍ଶ୍ୱ ।



ଏବେ ଖାଲି ତୁମେ ମୟ,

ତୁମ ଛୁଆଁ,

ତୁମ ସ୍ମୃତି,

ଗୀତିମୟ ମୁଲାୟମ ସ୍ପର୍ଶ ।।

ବିରହ ର ବର୍ଣମାଳା: 06- ଅୟୁତ ଦରଦ ର କଥା
Wednesday, December 13, 2017
Topic(s) of this poem: longing
COMMENTS OF THE POEM
Monalisa Jena 13 December 2017

ଏବେ ଖାଲି ତୁମେ ମୟ, ତୁମ ଛୁଆଁ, ତୁମ ସ୍ମୃତି, ଗୀତିମୟ ମୁଲାୟମ ସ୍ପର୍ଶ ।। Wow, what lovely a stanza. Loved the lines so much. 10++++ Monalisa

3 0 Reply
Subhas Chandra Chakra 02 January 2018

Thank you Monalisa for the beautiful words of encouragement.

0 0
Rajendra Rout 07 May 2018

I agree with you Monalisa madam

0 0
Monalisa Jena 13 December 2017

ଏବେ ଖାଲି ତୁମେ ମୟ, ତୁମ ଛୁଆଁ, ତୁମ ସ୍ମୃତି, ଗୀତିମୟ ମୁଲାୟମ ସ୍ପର୍ଶ ।। Wow, what lovely a stanza. Loved the lines so much.

3 0 Reply
Subhas Chandra Chakra 02 January 2018

Thank you Mona for the beautiful words of encouragement.

0 0
D Priyanka Singh 30 June 2018

ଏବେ ଖାଲି ତୁମେ ମୟ, ତୁମ ଛୁଆଁ, ତୁମ ସ୍ମୃତି, ଗୀତିମୟ ମୁଲାୟମ ସ୍ପର୍ଶ ।। Wow dear poet, what a lovely poem with so nice lines. 10++++

0 0 Reply
Tanaya Jena 02 March 2018

ଏବେ ଖାଲି ତୁମେ ମୟ, ତୁମ ଛୁଆଁ, ତୁମ ସ୍ମୃତି, ଗୀତିମୟ ମୁଲାୟମ ସ୍ପର୍ଶ ।। Wow, what lovely a stanza. Loved the lines so much. Thanks. 10+++++++++++

1 0 Reply
Tanaya Jena 02 March 2018

ଏବେ ଖାଲି ତୁମେ ମୟ, ତୁମ ଛୁଆଁ, ତୁମ ସ୍ମୃତି, ଗୀତିମୟ ମୁଲାୟମ ସ୍ପର୍ଶ ।। Wow, what lovely a stanza. Loved the lines so much. Thanks.

2 0 Reply
Soumya Ranjan Rout 08 January 2018

ସ୍ନେହ ମୟ ଦରଦିଆ ସ୍ପର୍ଶ, ଜୀବନ ର କୋଣ ଅନୁକୋଣ । ମୋର ଏଇ ଦୁନିଆ ର ଅନ୍ଧାରିଆ, ଆଲୋକିତ, ସବୁଯାକ ପାର୍ଶ୍ୱ । What a lovely poem sir.This poem is full of poetic themes l really enjoy this poem sir.10+++++

2 0 Reply
Rajendra Rout 07 January 2018

ସ୍ନେହ ମୟ ଦରଦିଆ ସ୍ପର୍ଶ, ଜୀବନ ର କୋଣ ଅନୁକୋଣ । ମୋର ଏଇ ଦୁନିଆ ର ଅନ୍ଧାରିଆ, ଆଲୋକିତ, ସବୁଯାକ ପାର୍ଶ୍ୱ । I enjoy this poem 10+++++

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success