ଅଧା ଅଧା ସବୁ କିଛି ଆମ - 06 (Incompleteness - 06/Odia Poem) Poem by Subhas Chandra Chakra

ଅଧା ଅଧା ସବୁ କିଛି ଆମ - 06 (Incompleteness - 06/Odia Poem)

ସମ୍ପର୍କ ର ନାମ ଟିଏ

ବାଛିବା ଆଗରୁ

ଅଚାନକ ଡୋର ଛିଣ୍ଡି ଗଲା,


କଳା ମେଘ ଉଠାଇ ଆକାଶେ

ବର୍ଷିବା ଆଗରୁ

କେଣେ ହଜିଗଲା?

Saturday, March 24, 2018
Topic(s) of this poem: hope,rains
COMMENTS OF THE POEM
Kumarmani Mahakul 24 March 2018

କଳା ମେଘ ଉଠାଇ ଆକାଶେ ବର୍ଷିବା ଆଗରୁ କେଣେ ହଜିଗଲା? .......ହଁ ଏମିତି ବି ହୁଏ. ବହୁତ ବଢିଆ ମର୍ମ ନେଇ ଖୁବ୍ ସୁନ୍ଦର ଭାବରେ ରଚନା କରିଛନ୍ତି. Beautiful poem wirh nice theme. Thanks.

6 0 Reply
Seema Sharma Rimi 01 April 2018

କଳା ମେଘ ଉଠାଇ ଆକାଶେ ବର୍ଷିବା ଆଗରୁ କେଣେ ହଜିଗଲା? Wow, what a lovely poem Sir? Thanks for the sharing.

2 0 Reply
Seema Sharma Rimi 01 April 2018

କଳା ମେଘ ଉଠାଇ ଆକାଶେ ବର୍ଷିବା ଆଗରୁ କେଣେ ହଜିଗଲା? Wow, what a lovely poem Sir? Thanks for the sharing. 10++++++

2 0 Reply
Mayurakshi Ojha 01 April 2018

ସମ୍ପର୍କ ର ନାମ ଟିଏ ବାଛିବା ଆଗରୁ ଅଚାନକ ଡୋର ଛିଣ୍ଡି ଗଲା, Lovely, nicely penned.

1 0 Reply
Mayurakshi Ojha 01 April 2018

ସମ୍ପର୍କ ର ନାମ ଟିଏ ବାଛିବା ଆଗରୁ ଅଚାନକ ଡୋର ଛିଣ୍ଡି ଗଲା, Nice poem,10+++++++++++

1 0 Reply
Sanghamitra Nayak 01 April 2018

କଳା ମେଘ ଉଠାଇ ଆକାଶେ ବର୍ଷିବା ଆଗରୁ କେଣେ ହଜିଗଲା? Wow, what a lovely poem Sir? Thanks for the sharing. 10++++++++++

0 0 Reply
Sanghamitra Nayak 01 April 2018

କଳା ମେଘ ଉଠାଇ ଆକାଶେ ବର୍ଷିବା ଆଗରୁ କେଣେ ହଜିଗଲା? Wow, what a lovely poem Sir! Thanks for the sharing.

0 0 Reply
Sonali Parida 01 April 2018

ସମ୍ପର୍କ ର ନାମ ଟିଏ ବାଛିବା ଆଗରୁ ଅଚାନକ ଡୋର ଛିଣ୍ଡି ଗଲା, କଳା ମେଘ ଉଠାଇ ଆକାଶେ ବର୍ଷିବା ଆଗରୁ କେଣେ ହଜିଗଲା? Nice poem. Thanks. 10+++++++++++

0 0 Reply
Sonali Parida 01 April 2018

ସମ୍ପର୍କ ର ନାମ ଟିଏ ବାଛିବା ଆଗରୁ ଅଚାନକ ଡୋର ଛିଣ୍ଡି ଗଲା, କଳା ମେଘ ଉଠାଇ ଆକାଶେ ବର୍ଷିବା ଆଗରୁ କେଣେ ହଜିଗଲା? Nice poem. Thanks.

0 0 Reply
Tanaya Jena 01 April 2018

ସମ୍ପର୍କ ର ନାମ ଟିଏ ବାଛିବା ଆଗରୁ ଅଚାନକ ଡୋର ଛିଣ୍ଡି ଗଲା, କଳା ମେଘ ଉଠାଇ ଆକାଶେ ବର୍ଷିବା ଆଗରୁ କେଣେ ହଜିଗଲା? Beautiful poem wirh nice theme. Thanks 10++++++++

1 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success