ଖୋଜିବା ର ସେଇ କେତେ ଦିନ- 09(Khojiba Ra Sei Kete Dina/Odia Poem-09) Poem by Subhas Chandra Chakra

ଖୋଜିବା ର ସେଇ କେତେ ଦିନ- 09(Khojiba Ra Sei Kete Dina/Odia Poem-09)

Rating: 5.0

ଓଦା ଓଦା ଚମ, ଲୋମ,

ଓଦା ଓଦା ଦେହ ଭର୍ତ୍ତି

ରମଣ ଲାଳସା-

କାନ ମୂଳେ

ବୈଶାଖ ର ଛୁଆଁ ।


ଏ ବେଳ ରେ

ମଶାଣୀ କୁ ବେଢିଥିବା

ତାଳ ବଣ ବରଡା ଫାଙ୍କ ରୁ

ଜହ୍ନ ହସୁଥାଏ-

ସଜ ସଜ

ତୁଳସୀ ଓ ଚନ୍ଦନ ବାସ୍ନା ରେ ।।



ତମ ଚୁଡି

ଖନ ଖନ ଶୁଭିଯାଏ

ଶୀତ ରାତି

ଧୂଆଁ ଧୂଆଁ ନିଷ୍ପ୍ର୍ରଭତା

ବେଢିଥିବା ନଇପଠା

ଉଲଗ୍ନ ଅନ୍ଧାରେ।।



ଏବେ ଏବେ

ବୈଧବ୍ୟ ର ସୁରେ,

କ୍ରମଶ8 ନିରବି ଯାଉଥିବା

ଅଜନ୍ମା ବିରହ ର ରାଗେ

ଗାଉଥିବା ଚକୋରୀ ଓଠ ରେ

ମିଳନ ର ରଙ୍ଗ ଲାଗିଯାଏ ।।।


ଖୋଜିବା ର ସେଇ କେତେ ଦିନ

ତୁମକୁ ପାଇବା ପାଇଁ

ରାତି-ଦିନ ଏକ କରି ଦେଇଥିବା

ଅଲୋଡା ପକ୍ଷୀ ର

କ୍ଳାନ୍ତ ପର, ନିଦୁଆ ପତା ରେ

ଧୂସର ରଙ୍ଗ ର ତୁଳୀ

ରଙ୍ଗ ମାଖୁଥାଏ-



ଅଛୁଆଁ ବାସର ରାତି

ନିଟୋଳ ଅଙ୍ଗ ରେ

ଚୁମ୍ବନ ର ନୀଳ ନୀଳ

ଦାଗ ଲାଗିଯାଏ।।

ଖୋଜିବା ର ସେଇ କେତେ ଦିନ- 09(Khojiba Ra Sei Kete Dina/Odia Poem-09)
Monday, November 6, 2017
Topic(s) of this poem: loneliness,longing,love
POET'S NOTES ABOUT THE POEM
Quest for love or the person of your dream becomes timeless when the heart takes the place of all the senses- the eyes, the ears, the nose are no more the essential instruments of perception. Sights or sounds, fragrances or touches are no more a need to tread upon.
A lyrical presence of the beloved is often heard from beyond the mundane landscapes, the heart beats and sings a new tune, to the music of unheard songs.
A fragrance of lost dreams return to the bed of desire wet with moonshines of the past moments as a promise of a spring.
COMMENTS OF THE POEM
Rajendra Rout 18 November 2017

ତମ ଚୁଡି ଖନ ଖନ ଶୁଭିଯାଏ ଶୀତ ରାତି ଧୂଆଁ ଧୂଆଁ ନିଷ୍ପ୍ର୍ରଭତା ବେଢିଥିବା ନଇପଠା ଉଲଗ୍ନ ଅନ୍ଧାରେ।। Beautiful poem shairing....10+++++

0 0 Reply
D Priyanka Singh 07 November 2017

ଅଛୁଆଁ ବାସର ରାତି ନିଟୋଳ ଅଙ୍ଗ ରେ ଚୁମ୍ବନ ର ନୀଳ ନୀଳ ଦାଗ ଲାଗିଯାଏ।। A lyrical presence of the beloved is often heard from beyond the mundane landscapes, the heart beats and sings a new tune, to the music of unheard songs. Loved this poem so much.

0 0 Reply
Seema Sharma Rimi 08 November 2017

ତମ ଚୁଡି ଖନ ଖନ ଶୁଭିଯାଏ ଶୀତ ରାତି ଧୂଆଁ ଧୂଆଁ ନିଷ୍ପ୍ର୍ରଭତା ବେଢିଥିବା ନଇପଠା ଉଲଗ୍ନ ଅନ୍ଧାରେ।। Beautiful poem shared. 10+++ for it.

0 0
Soumya Ranjan Rout 06 November 2017

ଖୋଜିବା ର ସେଇ କେତେ ଦିନ ତୁମକୁ ପାଇବା ପାଇଁ ରାତି-ଦିନ ଏକ କରି ଦେଇଥିବା ଅଲୋଡା ପକ୍ଷୀ ର କ୍ଳାନ୍ତ ପର, ନିଦୁଆ ପତା ରେ ଧୂସର ରଙ୍ଗ ର ତୁଳୀ ରଙ୍ଗ ମାଖୁଥାଏ- Nice thought.thank you for sharing this poem.

1 0 Reply
Seema Sharma Rimi 08 November 2017

ତମ ଚୁଡି ଖନ ଖନ ଶୁଭିଯାଏ ଶୀତ ରାତି ଧୂଆଁ ଧୂଆଁ ନିଷ୍ପ୍ର୍ରଭତା ବେଢିଥିବା ନଇପଠା ଉଲଗ୍ନ ଅନ୍ଧାରେ।। Beautiful poem shared. 10+++ for it.

0 0
Subhas Chandra Chakra 07 November 2017

Thank you for so inspiring words in these remarks.

0 0
Soumya Ranjan Rout 06 November 2017

ଖୋଜିବା ର ସେଇ କେତେ ଦିନ ତୁମକୁ ପାଇବା ପାଇଁ ରାତି-ଦିନ ଏକ କରି ଦେଇଥିବା ଅଲୋଡା ପକ୍ଷୀ ର କ୍ଳାନ୍ତ ପର, ନିଦୁଆ ପତା ରେ ଧୂସର ରଙ୍ଗ ର ତୁଳୀ ରଙ୍ଗ ମାଖୁଥାଏ- Thank you for sharing a beautiful and a very thoughtful poem

1 0 Reply
Rajendra Rout 18 November 2017

ଅଛୁଆଁ ବାସର ରାତି ନିଟୋଳ ଅଙ୍ଗ ରେ ଚୁମ୍ବନ ର ନୀଳ ନୀଳ ଦାଗ ଲାଗିଯାଏ। Lovely poem shairing.i agree with you dear...10++++

0 0
Seema Sharma Rimi 08 November 2017

ତମ ଚୁଡି ଖନ ଖନ ଶୁଭିଯାଏ ଶୀତ ରାତି ଧୂଆଁ ଧୂଆଁ ନିଷ୍ପ୍ର୍ରଭତା ବେଢିଥିବା ନଇପଠା ଉଲଗ୍ନ ଅନ୍ଧାରେ।। Beautiful poem shared. 10+++ for it. I agree dear.

0 0
Subhas Chandra Chakra 07 November 2017

Thank you Soumya for so inspiring words in these remarks.

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success