ମିଳନ ର ରଙ୍ଗ- 24 (Milana Ra Ranga -024/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 24 (Milana Ra Ranga -024/Odia Poem)

Rating: 5.0

ଆଜି ଯେତେବେଳେ ମୁଁ ତୁମକୁ

ଖୋଜୁଥିଲି ତୁମ ସାଥୀ ମେଳେ

ତମେ ପରା ଥିଲ ସେଇଠାରେ

ଅଥଚ ମୋ ଆଖି ଆଢୁଆଳେ ।।



କିଛି କ୍ଷଣ ପାଇଁ ସେ ବେଳା ରେ

ନିରର୍ଥକ ଲାଗିଲା ଜୀବନ

ଏକୁଟିଆ ଲାଗୁଥିଲା ମୋତେ

କାହିଁରେ ବି ଲାଗିଲାନି ମନ ।।



ଶ୍ୱାସ ରୋଧ ହେବା ପରି ମୋତେ

ଦୁନିଆ ରେ କେହି ନାହିଁ ମୋର

ଏମିତିକା ଲାଗୁଥିଲା ମୋତେ

ତୁମ ବିନା ଏ ଦିନ ବେକାର ।।



ଅଳ୍ପ କେଇ କ୍ଷଣ ପରେ ପରେ

ମୋର ଅବା କପାଳ ଫିଟିଲା ।

ହସି ହସି ତମେ ଆସି ଗଲ,

ତୁମ ଓଠ ଶୁଭ ମନାସିଲା ।।

ମିଳନ ର ରଙ୍ଗ- 24 (Milana Ra Ranga -024/Odia Poem)
Saturday, November 18, 2017
Topic(s) of this poem: desire,longing,love,love and friendship,meeting
COMMENTS OF THE POEM
Devraj Panda 20 November 2017

ଅଳ୍ପ କେଇ କ୍ଷଣ ପରେ ପରେ ମୋର ଅବା କପାଳ ଫିଟିଲା । ହସି ହସି ତମେ ଆସି ଗଲ, ତୁମ ଓଠ ଶୁଭ ମନାସିଲା ।। Lovely sharing.

1 0 Reply
Subhas Chandra Chakra 20 November 2017

Thank you Devraj for the lovely and inspiring words.

0 0
Rajendra Rout 18 November 2017

ଅଳ୍ପ କେଇ କ୍ଷଣ ପରେ ପରେ ମୋର ଅବା କପାଳ ଫିଟିଲା । ହସି ହସି ତମେ ଆସି ଗଲ, ତୁମ ଓଠ ଶୁଭ ମନାସିଲା I enjoy this line. Lovely poem shairing....10+++++++

1 0 Reply
Subhas Chandra Chakra 20 November 2017

Thank you Rajendra for the lovely and inspiring words.

0 0
Rajendra Rout 18 November 2017

ଅଳ୍ପ କେଇ କ୍ଷଣ ପରେ ପରେ ମୋର ଅବା କପାଳ ଫିଟିଲା । ହସି ହସି ତମେ ଆସି ଗଲ, ତୁମ ଓଠ ଶୁଭ ମନାସିଲା I enjoy this line. Lovely poem shairing....10+++++++

1 0 Reply
Subhas Chandra Chakra 20 November 2017

Thank you twice Rajendra for the lovely and inspiring words.

0 0
Rajendra Rout 18 November 2017

ଅଳ୍ପ କେଇ କ୍ଷଣ ପରେ ପରେ ମୋର ଅବା କପାଳ ଫିଟିଲା । ହସି ହସି ତମେ ଆସି ଗଲ, ତୁମ ଓଠ ଶୁଭ ମନାସିଲା I enjoy this line. Lovely poem shairing....10+++++++

1 0 Reply
Subhas Chandra Chakra 20 November 2017

Thank you dear poet for the lovely and inspiring words.

0 0
Prativa Rani 18 November 2017

ଅଳ୍ପ କେଇ କ୍ଷଣ ପରେ ପରେ ମୋର ଅବା କପାଳ ଫିଟିଲା । ହସି ହସି ତମେ ଆସି ଗଲ, ତୁମ ଓଠ ଶୁଭ ମନାସିଲା ।। Lovely poem.Sweet sharing. 10+++++

1 0 Reply
Subhas Chandra Chakra 20 November 2017

Thank you Rani dear for the lovely and inspiring words.

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success