ତମେ ବୋଧେଏବେ
ମୋ ମନ କୁ
ବାର ବାର ପରଖି ଚାଲିଛ-
ମୋ ଭିତରେ ତମ
ପ୍ରତି ଥିବା
ପ୍ରଣୟ ର ଗଭୀର ମାପୁଛ?
ଆଜି ସୁଦ୍ଧା ତମେ
କି ଜାଣିନ
ତମେ ମୋର ଅନ୍ତିମ ସାହାରା,
ଜୀବନ ର ଏଇ
ଦୋଛକି ରେ
ଦୃଶ୍ୟମାନ, ଏକମାତ୍ର
ରାହା ତମେ ପରା ।।
ଜୀବନ ର ଏଇ ଦୋଛକି ରେ ଦୃଶ୍ୟମାନ, ଏକମାତ୍ର ରାହା ତମେ ପରା ।। Thanku very much sir for sharing this lovely poem 10++++++👌👌👌
ଜୀବନ ର ଏଇ ଦୋଛକି ରେ ଦୃଶ୍ୟମାନ, ଏକମାତ୍ର ରାହା ତମେ ପରା ।। Beloved, the only hope.10+++
Thanks for this lovely remarks and words of inspirationKshirod.
ଆଜି ସୁଦ୍ଧା ତମେ କି ଜାଣିନ ତମେ ମୋର ଅନ୍ତିମ ସାହାରା, ଜୀବନ ର ଏଇ ଦୋଛକି ରେ ଦୃଶ୍ୟମାନ, ଏକମାତ୍ର ରାହା ତମେ ପରା ।। beautiful poem shairing.....10++++++
Thanks for this lovely remarks and words of inspiration Rajendra.
ତମେ ବୋଧେଏବେ ମୋ ମନ କୁ ବାର ବାର ପରଖି ଚାଲିଛ- ମୋ ଭିତରେ ତମ ପ୍ରତି ଥିବା It is a lovely poem.I enjoy it
Thanks for this lovely remarks and words of inspiration Soumya.
This poem has not been translated into any other language yet.
I would like to translate this poem
ଜୀବନ ର ଏଇ ଦୋଛକି ରେ ଦୃଶ୍ୟମାନ, ଏକମାତ୍ର ରାହା ତମେ ପରା ।। Beloved, the only hope.10+++ for it.
Thanks for this lovely remarks and words of inspiration Rani dear.