ଆଜି ଯେତେ ହେଉଛି ବିବ୍ରତ
ତୁମ ପାଇଁ, ତୁମ କୁ ଥରୁଟେ ଖାଲି
ଦେଖିନେବା ପାଇଁ,
ସେତିକି ବ୍ୟଗ୍ରତା ରହିଥିବ
ଯଦି କେବେ ତୁମ ଇଚ୍ଛା ହୁଏ
ଦୂରେ ଯିବା ପାଇଁ ।।
ତମେ ଯଦି ଖାଲି ଥରେ କୁହ
ଆସନାହିଁ, ଆଉ ମୋତେ ବିବ୍ରତ କରନି,
ମୋତେ ଛୁଅଁ ନାହିଁ
ରାଣ ଖାଇ କହୁଛି ମୋ ପ୍ରିୟା-
ସେ ଦିନ ଠୁ, ଆଉ କେବେ ଏଇ ପୋଡାମୁହଁ
ଦେଖାଇବି ନାହିଁ ।।
ରାଣ ଖାଇ କହୁଛି ମୋ ପ୍ରିୟା- ସେ ଦିନ ଠୁ, ଆଉ କେବେ ଏଇ ପୋଡାମୁହଁ ଦେଖାଇବି ନାହିଁ ।। Lovely song of love Sir.
ତମେ ଯଦି ଖାଲି ଥରେ କୁହ ଆସନାହିଁ, ଆଉ ମୋତେ ବିବ୍ରତ କରନି, ମୋତେ ଛୁଅଁ ନାହିଁ ରାଣ ଖାଇ କହୁଛି ମୋ ପ୍ରିୟା- ସେ ଦିନ ଠୁ, ଆଉ କେବେ ଏଇ ପୋଡାମୁହଁ ଦେଖାଇବି ନାହିଁ ।। Lovely poem shared. 10++++
ତମେ ଯଦି ଖାଲି ଥରେ କୁହ ଆସନାହିଁ, ଆଉ ମୋତେ ବିବ୍ରତ କରନି, ମୋତେ ଛୁଅଁ ନାହିଁ ରାଣ ଖାଇ କହୁଛି ମୋ ପ୍ରିୟା- ସେ ଦିନ ଠୁ, ଆଉ କେବେ ଏଇ ପୋଡାମୁହଁ ଦେଖାଇବି ନାହିଁ ।। Lovely poem shared.
, ମୋତେ ଛୁଅଁ ନାହିଁ ରାଣ ଖାଇ କହୁଛି ମୋ ପ୍ରିୟା- ସେ ଦିନ ଠୁ, ଆଉ କେବେ ଏଇ ପୋଡାମୁହଁ ଦେଖାଇବି ନାହିଁ ।। so nice song Sir thanks for sharing 10++++++++
ତମେ ଯଦି ଖାଲି ଥରେ କୁହ ଆସନାହିଁ, ଆଉ ମୋତେ ବିବ୍ରତ କରନି, ମୋତେ ଛୁଅଁ ନାହିଁ ରାଣ ଖାଇ କହୁଛି ମୋ ପ୍ରିୟା- ସେ ଦିନ ଠୁ, ଆଉ କେବେ ଏଇ ପୋଡାମୁହଁ ଦେଖାଇବି ନାହିଁ ।। Lovely poem shairing 10++++***
This poem has not been translated into any other language yet.
I would like to translate this poem
ରାଣ ଖାଇ କହୁଛି ମୋ ପ୍ରିୟା- ସେ ଦିନ ଠୁ, ଆଉ କେବେ ଏଇ ପୋଡାମୁହଁ ଦେଖାଇବି ନାହିଁ ।। Lovely poem shared. 10++++ Monalisa