ମିଳନ ର ରଙ୍ଗ- 35 (Milana Ra Ranga -035/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 35 (Milana Ra Ranga -035/Odia Poem)

Rating: 5.0

ଭାରି କଷ୍ଟ ଲାଗୁଛି ସେଦିନୁଁ

ଯେବେ ତମେ ଗଲା ଜନ୍ମେ ଚାଲିଗଲ

ଛାଡି ମୋତେ ଦୂରେ ।

ଏବେ ଖାଲି ଏତିକି ମୋ ଇଚ୍ଛା

ସଖୀ ମୋର, ଯେଉଁଠି ବି ରୁହ ପଛେ

ଥାଅ ମୋ ସଂସାରେ ।।


ଖୁସୀ ଖୁସୀ ରହିଥାଅ ତମେ

କହିଦିଅ, କେଉଁ ଦିନ କି ଇଚ୍ଛା ତୁମର

ପ୍ରାଣ ଦେଇ କରିବି ପୂରଣ ।

ଚାଲିବି ମୁଁ ତୁମ ଇଚ୍ଛା ଧାରେ,

ଆଜୀବନ, ବାକିତକ ଏଇ ପରମାୟୁ

ତୁମ ପାଇଁ କରି ସମର୍ପଣ ।।

ମିଳନ ର ରଙ୍ଗ- 35 (Milana Ra Ranga -035/Odia Poem)
Wednesday, December 6, 2017
Topic(s) of this poem: longing,love
COMMENTS OF THE POEM
Monalisa Jena 07 December 2017

ଏବେ ଖାଲି ଏତିକି ମୋ ଇଚ୍ଛା ସଖୀ ମୋର, ଯେଉଁଠି ବି ରୁହ ପଛେ ଥାଅ ମୋ ସଂସାରେ ।। Great love for the friend without any vested interest, so well written. Thanks for it.

1 0 Reply
Lopamudra Kajolika 26 February 2018

ଏବେ ଖାଲି ଏତିକି ମୋ ଇଚ୍ଛା ସଖୀ ମୋର, ଯେଉଁଠି ବି ରୁହ ପଛେ ଥାଅ ମୋ ସଂସାରେ ।। Great love for the friend without any vested interest, so well written. Thanks for it. 10+++

0 0 Reply
Lopamudra Kajolika 26 February 2018

ଏବେ ଖାଲି ଏତିକି ମୋ ଇଚ୍ଛା ସଖୀ ମୋର, ଯେଉଁଠି ବି ରୁହ ପଛେ ଥାଅ ମୋ ସଂସାରେ ।। Great love for the friend without any vested interest, so well written. Thanks for it.

0 0 Reply
Ranjan Kumar Ghosh 18 December 2017

, ମୋତେ ଛୁଅଁ ନାହିଁ ରାଣ ଖାଇ କହୁଛି ମୋ ପ୍ରିୟା- ସେ ଦିନ ଠୁ, ଆଉ କେବେ ଏଇ ପୋଡାମୁହଁ ଦେଖାଇବି ନାହିଁ ।। love and life so fantastic describe 10+++++++

1 0 Reply
Rajendra Rout 08 December 2017

ଏବେ ଖାଲି ଏତିକି ମୋ ଇଚ୍ଛା ସଖୀ ମୋର, ଯେଉଁଠି ବି ରୁହ ପଛେ ଥାଅ ମୋ ସଂସାରେ ।। Great poem shaired 10++++++

1 0 Reply
Monalisa Jena 07 December 2017

ଏବେ ଖାଲି ଏତିକି ମୋ ଇଚ୍ଛା ସଖୀ ମୋର, ଯେଉଁଠି ବି ରୁହ ପଛେ ଥାଅ ମୋ ସଂସାରେ ।। Lovely sharing,10++++ for it. Monalisa

1 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success