ପ୍ରତିଦିନ ଲାଗୁଛି ଏଣିକି
ତିମିର, ତମିସ୍ରା ଭରା ମୋର ଆକାଶ ରେ
ଭାରି ଭାରି ଲାଗୁଥିବା, ନିଃସଙ୍ଗତାମୟ
ରାତି ର ଅନ୍ଧାରେ, ତମେ ମୋର
ନୀଳ ଜହ୍ନ, ଜୋଛନାଫଲ୍ଗୁ ରେ ।।
ସାରା ଉପତ୍ୟକା ମୋର ଆତ୍ମା ର ଇଲାକା-
ହୁତୁ ହୁତୁ ଜଳୁଥାଏ ତୁମ ଚାହାଣୀ ରେ ।।
ରାତି ର ଅନ୍ଧାରେ, ତମେ ମୋର ନୀଳ ଜହ୍ନ, ଜୋଛନାଫଲ୍ଗୁ ରେ ।। So beautiful lines from a lovely poem. Thanks for the sharing. Eva 10++++++++
ରାତି ର ଅନ୍ଧାରେ, ତମେ ମୋର ନୀଳ ଜହ୍ନ, ଜୋଛନାଫଲ୍ଗୁ ରେ ।। So beautiful lines from a lovely poem. Thanks for the sharing. Eva
ଭାରି ଭାରି ଲାଗୁଥିବା, ନିଃସଙ୍ଗତାମୟ ରାତି ର ଅନ୍ଧାରେ, ତମେ ମୋର ନୀଳ ଜହ୍ନ, ଜୋଛନାଫଲ୍ଗୁ ରେ ।। ସାରା ଉପତ୍ୟକା ମୋର ଆତ୍ମା ର ଇଲାକା-wow nice poem sir thanks 10+++++++++++
ରାତି ର ଅନ୍ଧାରେ, ତମେ ମୋର ନୀଳ ଜହ୍ନ, ଜୋଛନାଫଲ୍ଗୁ ରେ ।। So beautiful lines from a lovely poem. 10+++++ Rani
This poem has not been translated into any other language yet.
I would like to translate this poem
ରାତି ର ଅନ୍ଧାରେ, ତମେ ମୋର ନୀଳ ଜହ୍ନ, ଜୋଛନାଫଲ୍ଗୁ ରେ ।। So beautiful lines from a lovely poem.