ବିଜ୍ଞାପନ (Advertisement / Odia Poem) Poem by Subhas Chandra Chakra

ବିଜ୍ଞାପନ (Advertisement / Odia Poem)

Rating: 5.0

ଏଟା ଏଇ ସମୟ ର

ନୂଆ ସମ୍ବିଧାନ।।


ତମେ ଯଦି

ଗୁରୁ ହେବ,

ନେତା ହେବ,

ପ୍ରଭୁ ଅବା ଈଶ୍ୱର ସାଜିବ-

କିମ୍ବା ସେଇ

ପୁରୁଣା କାଳ ର

ଅବତାର ତାଲିକା ରେ

ନାମ ଲେଖାଇବ,

ତମେ ତେବେ

କର ଗୋଟେ କାମ... ।


ସବା ଆଗେ

ରେଡିଓ ରେ,

ଟିଭି ଅବା ଖବର କାଗଜେ

ଦିଅ ଗୋଟେ

ଭଲ ବିଜ୍ଞାପନ ।।

COMMENTS OF THE POEM
Rajendra Rout 07 March 2018

ସବା ଆଗେ ରେଡିଓ ରେ, ଟିଭି ଅବା ଖବର କାଗଜେ ଦିଅ ଗୋଟେ ଭଲ ବିଜ୍ଞାପନ ।। Lovely stair 10++

0 0 Reply
Prativa Rani 14 February 2018

ତମେ ଯଦି ଗୁରୁ ହେବ, ନେତା ହେବ, ପ୍ରଭୁ ଅବା ଈଶ୍ୱର ସାଜିବ-/ ରେଡିଓ ରେ, ଟିଭି ଅବା ଖବର କାଗଜେ ଦିଅ ଗୋଟେ ଭଲ ବିଜ୍ଞାପନ ।। Nice satire. 10

0 0 Reply
Sanjukta Sahoo 14 February 2018

ସବା ଆଗେ ରେଡିଓ ରେ, ଟିଭି ଅବା ଖବର କାଗଜେ ଦିଅ ଗୋଟେ ଭଲ ବିଜ୍ଞାପନ ।। Funny satire. 10 for it.

1 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success