ତିକ୍ତ ଅନୁଭୂତି-୩ (Bitter Experience-3) Poem by Dr Dillip K Swain

ତିକ୍ତ ଅନୁଭୂତି-୩ (Bitter Experience-3)

Rating: 5.0

ପିଲାଦିନେ
ଭଲ ଲଙ୍ଗଜମ୍ପ କରୁଥିଲି!

ଦିନେ ଅତ୍ୟଧିକ
ଅଭ୍ୟାସ କରୁ କରୁ
ମୋ ଜଙ୍ଘ ସନ୍ଧିରେ
ପବନ ଅଟକି ଗଲା
ଆଉ ପିଛୁଳି ପଡିଗଲା!

ସେହି ଦିନଠୁ
ଲଙ୍ଗଜମ୍ପ କୁ ଜୁହାର!

Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success