କୁନି କୁନି ପିଲାମାନେ (Children) Poem by Dr Dillip K Swain

କୁନି କୁନି ପିଲାମାନେ (Children)

Rating: 5.0

ମୋ ସହର ର ବାଲିଯାତ୍ରା
ଭାରି ଭଲ ଲାଗେ
ଲୋକ ମନେ ବୁଲୁ ଥାନ୍ତି
ମହା ଆନନ୍ଦରେ
କୁନି କୁନି ପିଲାମାନେ
ଦେଖନ୍ତି ସର୍କସ!

ପୁଅ ମୋର
ଅତି ଆଗ୍ରହରେ
ଖାଇଯାଏ ଗୁପ ଚୁପ,
ଆଳୁ ଦାମ ଦହି ବରା
ଝିଅ କିନ୍ତୁ ମୋର
ଚୋବାଇ ଚାଲୁଥାଏ
ଚିନା ବାଦାମ

ଭାରି ଭଲ ଲାଗେ
ଏଇ ବାଲି ଯାତ୍ରା!

Copyright@ Yahoo.co.in

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success