ନୀହିଁ ମୋର ଭୟ
ଭେଟିବାକୁ ସେହି
ବିକଟାଳ ରୁପି ମୃତ୍ୟୁକୁ
ଜୀବନରେ ଥରୁଟିଏ ମାତ୍ର
ଭେଟିବାର ଅଛି ସେଇ ସତ୍ୟକୁ!
ଯଦି କେବେ ଅଚାନକ
ବିନା ସଂକେତରେ ଆସିଯାଏ
ହସି ହସି ମୂର୍ଛି ଦେବି ସବୁକିଛି
ଅର୍ଜିତ ଧନ ଓ ସମ୍ପତି...
ଡେଇଁ ପଡିବି ମୁଁ
ତା କୋଳକୁ!
Copyright@ Dillip K Swain
This poem has not been translated into any other language yet.
I would like to translate this poem