ମୁଠାଏ ଶୂନ୍ୟତାର ନିଶ୍ବ ମଣିଷ
ଜଗି ଉତ୍ଥଉଛି!
ଫିଙ୍ଗିବ କେଉଁ ନିଆଁ ବାଣ
ଭାଙ୍ଗି ଉଡାଇ ଦେବ
ଜଟିଳ ସାମାଜିକ ତାମସା
ଟାଣି ଆଣିବ ତାରାଗଣ
ତା ପାଦ ତଳକୁ
କଞ୍ଚା ଚୋବେଇଯିବ
ପୃଥ୍ୱୀ ର ସବୁ କିଛି ରହସ୍ୟକୁ
ତା ଇଛା ରେ ଲେଖିବାକୁ
ଏକ ସାମ୍ରାଜ୍ୟ
ହେଲେ ପାଉନି ଟିକେ କାଗଜ!
_______________________________________________
This beautiful world is created by God! Everything runs according to his plan! If anybody tries to change the divine scheme as per his own requirements, that ultimately turns out in vain!
This poem has not been translated into any other language yet.
I would like to translate this poem