Keep Walking Poem by Dr Dillip K Swain

Keep Walking

Rating: 5.0

ଜୀବନଟା ଯଦି ଖାଲି
ଆଣି ଦିଏ ଟ୍ରକ ଟ୍ରକ
ଯନ୍ତ୍ରଣା ର ବୋଝ
ଚାଲିବାକୁ ପଡୁଥାଏ
ଅହର୍ନିସି ଉତପ୍ତ ବାଲୁକା ଶଯ୍ୟାରେ
ବୋହିପଡୁଥାଏ କଅଁଳ ପାଦରୁ
ଥପ ଥପ ରକ୍ତ...

ସବୁକିଛି ଦୁଃଖ ଓ ଯନ୍ତ୍ରଣା କୁ
ଆଖିବୁଜି ସହି ନିଅ

ଚାଲୁଥା...

Life is a journey,
keep walking...


Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success