ସ୍ମୃତି (Memories) / Odia Poem-01 Poem by Sasmita Rani Nayak

ସ୍ମୃତି (Memories) / Odia Poem-01

Rating: 5.0

ବିସ୍ମୟ ର ବିଷ ଫଳ

ନାଆଁ ତାର ପ୍ରୀତି,

ଥାଏ ଯାର ଅବଶେଷ

ନ ଥାଏ ତା ଇତି ।



କେବେ ତୁମେ ବର୍ଷା ରାତି

କେବେ ଗ୍ରୀଷ୍ମ ତାତି,

କେବେ ତୁମେ ଶୁଭ ସଞ୍ଜ

ବସନ୍ତ ର ପ୍ରୀତି ।।



କେବେ ପୁଣି ପ୍ରଜାପତି

କେବେ ଭିଜା ସ୍ମୃତି

କେବେ ତୁମେ କଇଁ ଫୁଲ

କେବେ ଜହ୍ନ ରାତି ।।



କା ଆକାଶ ଜହ୍ନ ତୁମେ

କାହା ପାଇଁ ତାରା,

କାହା ପାଇଁ ସାତ ସୁର

କା ପାଇଁ ବେସୁରା ।।।

Wednesday, November 29, 2017
Topic(s) of this poem: love and art,love and life,memoirs,sweet
COMMENTS OF THE POEM
Prativa Rani 15 December 2017

କା ଆକାଶ ଜହ୍ନ ତୁମେ କାହା ପାଇଁ ତାରା, କାହା ପାଇଁ ସାତ ସୁର କା ପାଇଁ ବେସୁରା ।।। Beautiful poem shared. Thanks. 10

0 0 Reply
Subhas Chandra Chakra 14 December 2017

କା ଆକାଶ ଜହ୍ନ ତୁମେ କାହା ପାଇଁ ତାରା, କାହା ପାଇଁ ସାତ ସୁର କା ପାଇଁ ବେସୁରା ।।। Thanks lovely poetess for the creative one in the debut effort. 10++++

1 0 Reply
Ranjan Kumar Ghosh 10 December 2017

ନ ଥାଏ ତା ଇତି । କେବେ ତୁମେ ବର୍ଷା ରାତି this line is so nice thanks for shearing a lovely poem10++++++++++++

2 0 Reply
Dr Dillip K Swain 03 December 2017

A beautiful poem I liked the simplicity of expression. Thanks for sharing

4 0 Reply
Jazib Kamalvi 30 November 2017

A sublime start with a nice poem, Sasmita. You may like to read my poem, Love And Lust. Thank you.

4 0 Reply
READ THIS POEM IN OTHER LANGUAGES
Close
Error Success