ମୋ ଠିକଣା (My Address) Poem by Dr Dillip K Swain

ମୋ ଠିକଣା (My Address)

Rating: 5.0

ନା ଅଛି
ମୋର ଘର
ନା ମୋର
ଅଛି ଠିକଣା!

ମୁଁ ତ ଏକ
ମୁକ୍ତ ଆକାଶର ବିହଙ୍ଗ
କାହିଁକି ଖୋଜ
ମୋ ଠିକଣା?

Copyright@ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success