ରାତି ସାରା
ଉଜାଗର ହେଲି,
ଦରଜା ବି
ମୁକୁଳା ରଖିଲି,
କାଳେ ତମେ
କେତେବେଳେ
ମୋ ପାଖ କୁ
ଲେଉଟିବ ବୋଲି ।
ଅଥଚ
ସକାଳେ ଦେଖେ
ଅନ୍ତ ହୀନ ପ୍ରତୀକ୍ଷା ର
ସଫେଦ ଚାଦର ମୋର
ଲୋଚା କୋଚା
ଅନ୍ତର ଟା ପରି
ସ୍ୱପ୍ନ ବୋଳା
ରାତି ର ବିଛଣା
ଗୋଟା ଛାଏଁ
ସେଇମିତି ଖାଲି ।।
ଅଥଚ /ସକାଳେ ଦେଖେ/ ଅନ୍ତ ହୀନ ପ୍ରତୀକ୍ଷା ର /ସଫେଦ ଚାଦର ମୋର /ଲୋଚା କୋଚା /ଅନ୍ତର ଟା ପରି / ସ୍ୱପ୍ନ ବୋଳା / ରାତି ର ବିଛଣା /ଗୋଟା ଛାଏଁ /ସେଇମିତି ଖାଲି ।। Lovely expression dear poet. Can't you make a series on this theme?
ଅଥଚ /ସକାଳେ ଦେଖେ/ ଅନ୍ତ ହୀନ ପ୍ରତୀକ୍ଷା ର /ସଫେଦ ଚାଦର ମୋର /ଲୋଚା କୋଚା /ଅନ୍ତର ଟା ପରି / ସ୍ୱପ୍ନ ବୋଳା / ରାତି ର ବିଛଣା /ଗୋଟା ଛାଏଁ /ସେଇମିତି ଖାଲି ।। Beautiful creation. Nicely crafted.
This poem has not been translated into any other language yet.
I would like to translate this poem
ଅଥଚ /ସକାଳେ ଦେଖେ/ ଅନ୍ତ ହୀନ ପ୍ରତୀକ୍ଷା ର /ସଫେଦ ଚାଦର ମୋର /ଲୋଚା କୋଚା /ଅନ୍ତର ଟା ପରି / ସ୍ୱପ୍ନ ବୋଳା / ରାତି ର ବିଛଣା /ଗୋଟା ଛାଏଁ /ସେଇମିତି ଖାଲି ।। Lovely expression dear poet. Can't you make a series on this theme? 10++