ପୃଥିବୀର ଆକର୍ଷଣ Pull Of The World Poem by Bharati Nayak

ପୃଥିବୀର ଆକର୍ଷଣ Pull Of The World

ପୃଥିବୀର ଆକର୍ଷଣ
ଆମେ କଣ ଯାହା ହରାଇଥିଲେ, ତାହା ପାଇବା ପରେ ହିଁ ତାର ମୂଲ୍ୟ ବୁଝିବା?
କେବଳ ରାସ୍ତାର ଅପର ପାର୍ଶ୍ଵ ରେ ଥିବା ସବୁଜିମା ପ୍ରତି ଆଗ୍ରହ କରିବା?
ଯେଉଁ ରାସ୍ତାରେ ଆମେ ଏବେ ଯାଇ ପରି ନାହାନ୍ତି,
ତାହା ଆମକୁ କେଉଁଠି ପହଞ୍ଚାଇ ଥାଆନ୍ତା ସେ ବିଷୟରେ ଭାବିବା?

ଏଇ ସଂଘର୍ଷ,
ଏଇ ଆକାଂକ୍ଷା
ଏଇ ପୃଥିବୀର ଆକର୍ଷଣ ମଧ୍ୟରେ
ତୁମର ପ୍ରାର୍ଥନା ପୁରଣ ହୁଏ |

ପୃଥିବୀର ଆଉ ସମସ୍ତେ
ନିଜ ଇଚ୍ଛାମତେ ଚାଲିଛନ୍ତି
ତୁମେ କାହିଁକି ମୋତେ
ତୁମ ସାଥିରେ ବାନ୍ଧି ଦେଉଛ?
ତୁମେ ମୋ ପ୍ରତି ଏତେ କଠୋର କାହିଁକି?
ଏହା ବୋଧେ ପ୍ରେମ, ଯାହା ଏକସମୟରେ
ମୋତେ କ୍ଷତାକ୍ତ କରୁଛି, ଆଉମଧ୍ୟ ପରିପୂର୍ଣ୍ଣ କରୁଛି |

Friday, September 24, 2021
Topic(s) of this poem: life,Struggle
POET'S NOTES ABOUT THE POEM
This poem is my Odia transcreation of South African poetess Adiela Akkoo 's poem from her book 'Lost in Quatrain'
COMMENTS OF THE POEM
Soran M. H 30 October 2021

ଏହା ବୋଧେ ପ୍ରେମ, ଯାହା ଏକସମୟରେ ମୋତେ କ୍ଷତାକ୍ତ କରୁଛି, ଆଉମଧ୍ୟ ପରିପୂର୍ଣ୍ଣ କରୁଛି |

0 0 Reply
Soran M. H 31 October 2021

last stanza: Why are you so harsh with me? It's probably love, which at the same time It's making me angry, it's also complementing me|

0 0 Reply
Soran M. H 31 October 2021

part1/ Bharati Nayak swims in the ocean of philosophy and reminds us of the importance of what we have lost, and human by nature wishes what he does not have, here the poet travels with us,

0 0 Reply
Soran M. H 31 October 2021

part2/ trying to show us a positive view towards others and the world, I tried in my previous comment to translate it in Odia language, but it only showed question marks, anyway I thank you for this outstanding amazing and beautiful work

0 0 Reply
Soran M. H 30 October 2021

Excellent as usual, wish you every success with 5 stars

0 0 Reply
Soran M. H 30 October 2021

ପୃଥିବୀର ଆକର୍ଷଣ ଆମେ କଣ ଯାହା ହରାଇଥିଲେ, ତାହା ପାଇବା ପରେ ହିଁ ତାର ମୂଲ୍ୟ ବୁଝିବା?

0 0 Reply
READ THIS POEM IN OTHER LANGUAGES
Close
Error Success