ଛାୟା (Shadow) Poem by Dr Dillip K Swain

ଛାୟା (Shadow)

Rating: 5.0

ବଡ କଷ୍ଟ ମୁକୁଳିବା
ମୋ ବାପା ମା ଙ୍କ ନଜର ବନ୍ଦୀରୁ!

ମୁଁ ସୀମା
ତୁମର ମୁଁ ପ୍ରିୟତମା
ଆସ! ଆସ ମୋର ପ୍ରିୟତମ
ଏବେ ମଧ୍ୟରାତ୍ର
ନିଷ୍ଠବଦ୍ଧ ପ୍ରହର, ସବୁ ସୁନସାନ!

ମୁଁ ଏକାନ୍ତ
ଚାଲୁଚି ମୋ ଅଗଣାରେ
ଭେଟୁଛି ମୁଁ ତୁମର ଛାଇ କୁ
ଜହ୍ନ ଆଲୁଅରେ
ଭାବୁଛି, ଭାବୁଛି…
ସତେକି ମୋ ଚୁମ୍ବନର ଟୀକା
ଲାଗିଗଲା ତୁମ କପାଳରେ!

Copyright@ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success