ନିଶୁନ ରାତିରେ
କଥା ଦେଇଥିଲ ଭେଟିବାକୁ
ମୋତେ କେଉଁ ଏକ
ପୋଖରୀ ମୂଳରେ!
ସେଦିନ ଚାନ୍ଦିନୀ ରାତିରେ!
ଅସୁଥିଲ ପାଖେଇ ପାଖେଇ
ଆଉ ତୁମର ସେ ପାଉଁଜିର
ଛମ ଛମ ଶବ୍ଦ ଶୁଭୁଥିଲା
ମୋ କାନରେ!
ଚାନ୍ଦିନୀ ରାତିରେ!
ସେଦିନ...
Copyright @ Dillip K Swain
This poem has not been translated into any other language yet.
I would like to translate this poem