ଜହ୍ନ (The Moon) Poem by Dr Dillip K Swain

ଜହ୍ନ (The Moon)

Rating: 5.0

ଜହ୍ନ ମୋତେ
ହାତ ଠାରି ଡାକୁଛି
ତୁ ଆ,
ଆ ମୋ ପାଖକୁ ଆ..

ଆଜି ଏଇ ଜହ୍ନଟା
ମୋ ପ୍ରିୟତମା ପରି
ସଜେଇ ହେଇଚି
ଆଉ ଧଳା ଟଗର
ପରି ଦିଶୁଚି!

ଜହ୍ନ ରାଇଜକୁ
ଟିକେ ବୁଲିଯିବାକୁ
ଏ କବି ପ୍ରାଣ ବ୍ୟାକୁଳିତ

ଜହ୍ନ ମୋତେ
ହାତ ଠାରି ଡାକୁଛି
ତୁ ଆ...


Copyright @ Prof (Dr.) Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success