ଆସନ୍ତା କାଲିକୁ
ମୁଁ ଦେଖିନି, ବୁଝିନି, ଜାଣିନି
ଭୁଲିଛି ମୁଁ ଏକ
ଅସଜଡ଼ା ତିକ୍ତ ଅତୀତକୁ!
ମୋ ଆଖି ସାମ୍ନାରେ
ଆଜି ଘଟିଯାଉଥିବା ଘଟଣା ମାନକୁ
ପୁଞ୍ଜିକରି ଲେଖୁଛି ମୁଁ...
ଜାଣିନି ମୁଁ ଆସନ୍ତା କାଲିକୁ!
Copyright @ Dillip K Swain
This poem has not been translated into any other language yet.
I would like to translate this poem
I can't predict what will happen tomorrow!