ଅନ୍ତରସ୍ଥ
ଏ କି ଆସ୍ପର୍ଦ୍ଧା ମୋର!
ବିସ୍ମୃତି ରଅତଳଗର୍ଭରେ
ସୁପ୍ତ ସ୍ବପ୍ନ ମାନଙ୍କୁକରୁଛି ମୂଁ ଜାଗ୍ରତ!
ଦୀର୍ଘ ଦିନ ଧରିକୋମାରେନିଦ୍ରିତ
ଶବ୍ଦ ସମୂହରହେବକିବିସ୍ଫୋରଣ?
ଏ କି ଦୁଃଶାହାସମୋର
ମୋ ଅନ୍ତରସ୍ଥକବିଙ୍କୁ
କରୁଛିମୂଁ ଜାଗ୍ରତ?
This poem has not been translated into any other language yet.
I would like to translate this poem
Heu jepari lekha mula kabitati, Kintu, yara bhasantara atiba ruchaka Deuachhi dhanyabada taba beni jane Bibhu krup taba thare nirantare rahu.