କେମିତିନୀରବିଯାଇଛିପକ୍ଷୀ Poem by Bharati Nayak

କେମିତିନୀରବିଯାଇଛିପକ୍ଷୀ

Rating: 5.0

କେମିତିନୀରବିଯାଇଛିପକ୍ଷୀ


କେମିତିନୀରବିଯାଇଛିପକ୍ଷୀ
ଅଭିମାନ ରେଥମିଯାଇଛି
ତାରକୁହୁଡାକ
ପକ୍ଷୀର ଅଭିମାନ
କାହାଉପରେ ?
ଗଛଉପରେନାନିଜ ଉପରେ?
କଣ୍ଠରୁ ଫିଟିପଡ଼େନି ବିଭୋରସଂଗୀତ
କେତେବେଳେ ଦାଉ ସାଢେବ୍ୟାଜ ତ
ଆଉକେତେବେଳେଆପଣାର ଗଛ ଟି
ଗାଇବାକୁଥିବାସବୁଗୀତ କୁ
ଭିତରେ ଭିତରେଢ଼ୋକିଦେଉଛିପକ୍ଷୀ
ନୀରବିଯାଇଛିପକ୍ଷୀ I

COMMENTS OF THE POEM
Kumarmani Mahakul 19 July 2020

Bahut Chamatkar barnana karichhanti apana. Mote besi pasanda laguthiba dhadi hele....ପକ୍ଷୀର ଅଭିମାନ କାହାଉପରେ? ଗଛଉପରେନାନିଜ ଉପରେ? କଣ୍ଠରୁ ଫିଟିପଡ଼େନି ବିଭୋରସଂଗୀତ. A beautiful poem is well executed. Thank you dear madam for sharing.10

0 0 Reply
READ THIS POEM IN OTHER LANGUAGES
Close
Error Success