ବଟବୃକ୍ଷ Poem by Bharati Nayak

ବଟବୃକ୍ଷ

Rating: 5.0

ବଟବୃକ୍ଷ

ପଥ ପ୍ରାନ୍ତେ ଦଣ୍ଡାୟମାନ
ଏଇ ଯେବଟବୃକ୍ଷ
ଅଭୟ ମୁଦ୍ରାରେପ୍ରସାରିତ
ତାଙ୍କଶାଖା ଓ ପ୍ରଶାଖା ଓ
କୋମଳପଲ୍ଲବେ ପରିପୂର୍ଣ
ତାଙ୍କ ପ୍ରତି ଟିଶାଖା ଅଙ୍ଗ!

ବୃକ୍ଷକୋରଡ ରେ
ଆଶ୍ରୟ ଘେନିଛନ୍ତିଅନେକ ବିହଙ୍ଗ
ଆଗତଅପରାହାଣେ
ଶୁଭୁଅଛି ସେମାନଙ୍କ ସୁମିଷ୍ଟ କଳରବ!

ବିହଙ୍ଗ ଚଞ୍ଚୁରଆଘାତେ
ଲୋଟି ପଡୁଛନ୍ତିବଟଫଳମାନ
ନିର୍ବିକାରଅଚଳ ମୁଦ୍ରାରେ
ବଟବୃକ୍ଷଦଣ୍ଡାୟମାନ !

ତାଙ୍କସୁଶୀତଳଛାୟା ରେ
ଆଶ୍ରୟଘେନିଛନ୍ତି
କ୍ଲାନ୍ତପଥଚାରୀ
ଦୋଳାୟିତକରିଆପଣାର ଶାଖା ଓପ୍ରଶାଖା
ବଟ ବୃକ୍ଷ କ୍ଳେଶ ହରୁ ଥାନ୍ତି
ରୋକିନେଇ ଆପଣା ମଥାରେ
ଯେତେରୌଦ୍ରତାପ
ସେଅଚଳ ମୁଦ୍ରା ରେ ଦଣ୍ଡାୟମାନ!

ହେବଟବୃକ୍ଷ
ନିଃସ୍ୱାର୍ଥ ସେବା ହିଁ ତୁମ ଜୀବନ ର ସନ୍ଦେଶ
ତୁମ ନାମେକରେମୁଁଜୟ ଜୟ କାର!

Tuesday, March 5, 2019
Topic(s) of this poem: nature,service,tree
COMMENTS OF THE POEM
Kumarmani Mahakul 16 March 2019

ଏକ ମହାନ ଦାର୍ଶନିକ ତତ୍ତ୍ଵ ନେଇ ସ୍ରୁଷ୍ଟୀ କରିଛନ୍ତି ଏଇ ମନଲୋଭା କବିତାଟି ଜାହା ବାରମ୍ବାର ପଢିବାକୁ ଇଚ୍ଛା ହେଉଛି! ବଟ ବ୍ରୁକ୍ଷ ଠାରୁ ଆମର ବହୁତ କିଛି ଶିଖିବାର ଅଛି ଓ ଏହା ଆପଣ ଅତି ସୁନ୍ଦର ଭାବେ ମର୍ମସ୍ପର୍ଶୀ ଭାଷାରେ ଚିତ୍ରିତ କରିଛନ୍ତି. ଧନ୍ୟବାଦ.10

0 0 Reply
Kumarmani Mahakul 14 March 2019

A banyan tree is a fig tree that we see standing beside road spreading its all branches. Many birds and other creatures take rest here and make their nests. People sit under such a tree. Selflessly this tree serves us giving shadow and cold wind as well as sweet fruits. This is an interesting poem beautifully penned. Your presentation motivates mind....10

0 0 Reply
Bharati Nayak 14 March 2019

Thank you respected poet Sri Kumarmani Mahakul for being an inspiration to so many through your selfless service like a banyan tree.

0 0
READ THIS POEM IN OTHER LANGUAGES
Close
Error Success