ଅବରୁଦ୍ଧ Poem by Bharati Nayak

ଅବରୁଦ୍ଧ

Rating: 5.0

ଅବରୁଦ୍ଧ
ମୋନିଶ୍ୱାସ ରଓଜନ ରେ
ଶବ୍ଦ ମାନେଓଜନିଆ ହୋଇଯାଉଛନ୍ତି
ପଂକ୍ତିମାନେ ଭିଜୁଛନ୍ତି ଲୁହରେ
ଶବ୍ଦ ଟିଏଖୋଜି ଖୋଜି ପାଉନାହିଁ
କୁହ, କେମିତି ଲେଖିବି କବିତା !

ଅନ୍ଧାରକୋଠରୀରେ ଶବ୍ଦ ମାନେ ବନ୍ଦୀ
ହଜି ଯାଇଛି ଭାଷା
କୁହକେମିତିଉଦ୍ଧରିବି ସେମାନଙ୍କୁ ?

ଚାବିଟିଏ ଧରାଇ ଦିଅ
ମୋହାତରେ
ମୁକୁଳି ଆସନ୍ତୁ ସେମାନେ
କଅଁଳିଆଖରାକୁ
ଉଷାର ଉଷ୍ମତାରେ
ଉନ୍ମତହୁଅନ୍ତୁଶବ୍ଦ
ଖେଳି ଯାଆନ୍ତୁ ଦିଗବିଦିଗ,
ମୋ ଅନ୍ତରର ଭାଷା
କବିତା ହୋଇ ବହି ଯାଉ
ଛଳ ଛଳଆବେଗରେ ~~~~~~~~~~

COMMENTS OF THE POEM
Dr Dillip K Swain 15 June 2019

ଚାବିଟିଏ ଧରାଇ ଦିଅ/ମୋହାତରେ/ମୁକୁଳି ଆସନ୍ତୁ ସେମାନେ/କଅଁଳିଆଖରାକୁ/ଉଷାର ଉଷ୍ମତାରେ/ଉନ୍ମତହୁଅନ୍ତୁଶବ୍ଦ/ଖେଳି ଯାଆନ୍ତୁ ଦିଗବିଦିଗ....compressed and compact expression so gravely expressed! A beautiful poem dear Bharati Apa! Well penned.................10

0 0 Reply
Kumarmani Mahakul 22 May 2020

ଚାବିଟିଏ ଧରାଇ ଦିଅ ମୋହାତରେ ମୁକୁଳି ଆସନ୍ତୁ ସେମାନେ କଅଁଳିଆଖରାକୁ ଉଷାର ଉଷ୍ମତାରେ ଉନ୍ମତହୁଅନ୍ତୁଶବ୍ଦ ଖେଳି ଯାଆନ୍ତୁ ଦିଗବିଦିଗ, ମୋ ଅନ୍ତରର ଭାଷା କବିତା ହୋଇ ବହି ଯାଉ ଛଳ ଛଳଆବେଗରେ ~~~~ Love these lines. How a poem will be created by taking the words under the lock of heart is well executed by you. Really it is a beautiful poem on oriya. Visited time and again.

0 0 Reply
Dr. sachidananda Panda 03 November 2019

Excellent.. the genuine feelings of a poet.. prior to giving shape and direction to his or her own creativity.. loved it.

0 0 Reply
Bharati Nayak 03 November 2019

Many thanks Dr.Sachidananda Panda for your valuable feedback.

0 0
Kumarmani Mahakul 20 June 2019

Part - 2 ଖେଳାଇ ଦିଅନ୍ତୁ ଅନ୍ତର ଭାଷାରେ ଝରିପଡି ବହି ଯାଉ ସୁନ୍ଦର କବିତା । ଧନ୍ୟବାଦ କବୟତ୍ରୀ ଧନ୍ୟ ତବ ତେଜ ସୃଜି ଚାଲ ଏହିପରି କବିତା ସମୂହ । This is a beautiful poem on words and feelings having touching expression and nice collocation. Thank you dear madam for sharing this interesting poem with us.10

0 0 Reply
Kumarmani Mahakul 20 June 2019

Part - 1 'ଅବରୁଦ୍ଧ' ତବ ଏକ ସୃଜିତ କବିତା ଜୀବନ୍ତ ହୋଇଛି ଯାହା ତବ କର ସ୍ପର୍ଶେ ଅପୂର୍ବ କଲ୍ପନା ଶକ୍ତି ରହିଛି ଏଠାରେ ଯେଉଁଠି କି ଶବ୍ଦପୁଞ୍ଜ ଭିଜନ୍ତି ଲୁହରେ । ସତେ ଅବା ଅନ୍ଧକାରେ ଶବ୍ଦ ହେଲେ ବନ୍ଦୀ ତେଣୁ ଭାଷା ମିଳୁନ।ହିଁ ସୃଜିବା କବିତା, ହେ ପ୍ରଭୁ! କବୟତ୍ରୀ ହସ୍ତେ ଦିଅ ଚାବି ବନ୍ଦିଘରୁ ଖୋଲିଆଣି ଉନ୍ମତଶବ୍ଦକୁ

0 0 Reply
Dr Dillip K Swain 15 June 2019

ମୋ ଅନ୍ତରର ଭାଷା କବିତା ହୋଇ ବହି ଯାଉ ଛଳ ଛଳଆବେଗରେ ~~~~~~~~~~ touching expression! I can hear the pulse of the heart of a poet in this heart touching piece of poetry! Happy Raja to you and your beloved family dear Bharati Apa! Stay always happy, blessed and enriched!

0 0 Reply
READ THIS POEM IN OTHER LANGUAGES
Close
Error Success