ନିଜ ପାଇଁପଦେ Poem by Bharati Nayak

ନିଜ ପାଇଁପଦେ

Rating: 5.0

ହେ ମୋଅନ୍ତସ୍ୱର,
ମୋସଚେତନ , ଅବଚେତନମନର ଈଶ୍ୱର !

ଯେତେମୁଖା, ଢାଲ, ଛଳ, ଖୋଳ
ଆଢୁଆଳେ ଥାଇ ତୁମେ
ଚେତାଉଥାଅମୋତେ
ମନେପକାଇ ଦିଅ
କ୍ଷଣ ଭଙ୍ଗୁରଜୀବନର କଥା
ଅନିତ୍ୟସଂସାରରକଥା
କହୁ ଥାଅବାରମ୍ବାର
ହେବ ପାଇଁସତ୍ୟନିଷ୍ଠ
ସକଳଝଡଝଞ୍ଜାସତ୍ୱେ

କିକରିବି କୁହ
କେତେମାୟା, କେତେ ଶୃଙ୍ଖଳ ରେ
ବନ୍ଧାମୋର ହସ୍ତ ପଦ,
ସତ୍ୟ ପ୍ରତିଅଙ୍ଗୀକାରସତ୍ୱେ
ମୁଁଯେଛଳନା ର ଦାସ!

COMMENTS OF THE POEM
Kumarmani Mahakul 20 September 2020

କିକରିବି କୁହ କେତେମାୟା, କେତେ ଶୃଙ୍ଖଳ ରେ ବନ୍ଧାମୋର ହସ୍ତ ପଦ, ସତ୍ୟ ପ୍ରତିଅଙ୍ଗୀକାରସତ୍ୱେ ମୁଁଯେଛଳନା ର ଦାସ! ..... meaningful inscription. A real picture of life is touchingly portrayed. Really it is a beautiful.poem.

0 0 Reply
Kumarmani Mahakul 20 June 2019

ଯେତେମୁଖା, ଢାଲ, ଛଳ, ଖୋଳ ଆଢୁଆଳେ ଥାଇ ତୁମେ ଚେତାଉଥାଅମୋତେ ମନେପକାଇ ଦିଅ କ୍ଷଣ ଭଙ୍ଗୁରଜୀବନର କଥା.......ଧନ୍ୟ ସେହି ଅବଚେତନମନର ଈଶ୍ୱର, ଯିଏକି ମନେପକାଇ ଦିଅନ୍ତି କ୍ଷଣ ଭଙ୍ଗୁରଜୀବନର କଥା ଓ ଅନିତ୍ୟ ସଂସାରରକଥା। ଖୁବ ହୃଦୟସ୍ପର୍ଶୀ ବର୍ଣନା । ସୁନ୍ଦର କବିତା । ଧନ୍ୟବାଦ । Very beautiful poem is amazingly shared. Thanks for sharing.

0 0 Reply
Bharati Nayak 23 June 2019

Thank you, Sir, for your excellent reviews of my poem.

0 0
READ THIS POEM IN OTHER LANGUAGES
Close
Error Success