....1
ଯୁଗ ର ପ୍ରତୀକ୍ଷା ଏବେ
ଅନ୍ତ ହେଲା,
ଭେଟ ହେଲା ତୁମରି ସାଥିରେ!
ସେଇ ଆଖି, ସେଇ ମୁହଁ,
ସେଇ ଏକା
ନୀଳ ନୀଳ ଭିଜା ଚାହାଣୀ ରେ!
ଏ ସମୟ, ଏ ଜନ୍ମ ର
ଅୟୁତ ପ୍ରତୀକ୍ଷା -
ତୁମ ସହ ଏକାତ୍ମ ହେବାର,
ସବୁତକ ନୀଳ ତୃଷ୍ଣା
ତୁମ ସାଥେ
ସାଥୀ ହୋଇ ବାଟ ଚାଲିବାର! !
ଗୋଟିଏ ପଲକେ ତମେ
ମୋ ଭିତରେ
ବିସ୍ମୃତି ରୁ ଫେରାଇ ଆଣିଲ-
ତୁମ ରୂପ, ରଂଗ, ଗନ୍ଧ, ସ୍ପର୍ଶେ
ଭିଜୁଥିବା,
ହଜୁଥିବା ସେ ବିଗତ କାଳ! ! !
beautiful poem and very nicely written, i enjoy your poem sir, thanks for sharing.10++++
Thanks Kshirod. Thanks for such lavishing remarks and beautiful words of encouragement.
ଏ ସମୟ, ଏ ଜନ୍ମ ର ଅୟୁତ ପ୍ରତୀକ୍ଷା - ତୁମ ସହ ଏକାତ୍ମ ହେବାର, ସବୁତକ ନୀଳ ତୃଷ୍ଣା ତୁମ ସାଥେ ସାଥୀ ହୋଇ ବାଟ ଚାଲିବାର! ! Beautiful odia poem shared. 10++++
DP, Thanks for such lavishing remarks and beautiful words of encouragement.
ଯୁଗ ର ପ୍ରତୀକ୍ଷା ଏବେ ଅନ୍ତ ହେଲା, ଭେଟ ହେଲା ତୁମରି ସାଥିରେ! ସେଇ ଆଖି, ସେଇ ମୁହଁ, ସେଇ ଏକା ନୀଳ ନୀଳ ଭିଜା ଚାହାଣୀ ରେ! Quite melodious and lyrical love poem. Thanks for sharing.10 for it.
Sanjukta, Thanks for such lavishing remarks and beautiful words of encouragement.
ଗୋଟିଏ ପଲକେ ତମେ ମୋ ଭିତରେ ବିସ୍ମୃତି ରୁ ଫେରାଇ ଆଣିଲ- ତୁମ ରୂପ, ରଂଗ, ଗନ୍ଧ, ସ୍ପର୍ଶେ ଭିଜୁଥିବା, ହଜୁଥିବା ସେ ବିଗତ କାଳ! ! ! beautiful lyrical and well written poem . Thanks for sharing such a lovely poem.10++++ for his poem. Seema
Rimi dear, Thanks for such lavishing remarks and beautiful words of encouragement.
This poem has not been translated into any other language yet.
I would like to translate this poem
ଗୋଟିଏ ପଲକେ ତମେ ମୋ ଭିତରେ ବିସ୍ମୃତି ରୁ ଫେରାଇ ଆଣିଲ- ତୁମ ରୂପ, ରଂଗ, ଗନ୍ଧ, ସ୍ପର୍ଶେ ଭିଜୁଥିବା, ହଜୁଥିବା ସେ ବିଗତ କାଳ! ! ! Sir your all odia poem is very romantic.thanku very much sir for sharing this odia poem
Thanks Rajendra for such lavishing remarks and beautiful words of encouragement.