କେତେ ବାର
ଖୋଜିଛି ତୁମକୁ
ନୀଳ ନଭ,
ସବୁଜ ମାଟିରେ
କେତେ ବାର
ଲୋଡିଛି ତୁମକୁ
ମାଟିରୁ ଆକାଶ ବ୍ୟାପୀ
ନୀଳ ଜୋଛନାରେ,
ଅପରାହ୍ନ ଆକାଶର
ଅବିର ରଙ୍ଗରେ,
ଜହ୍ନ, ତାରା, ନକ୍ଷତ୍ର ଙ୍କ ଭିଡ ଆଉ
ସ୍ବପ୍ନ ସାଥେ, ନିଦ ସାଥେ
ଲୁଚକାଳି ଖେଳୁଥିବା
ତୁମ ସ୍ମୃତି ଅନଙ୍ଗ ଛୁଆଁରେ ।।
ଲୋଡିଛି ତୁମକୁ ମାଟିରୁ ଆକାଶ ବ୍ୟାପୀ ନୀଳ ଜୋଛନାରେ, ଅପରାହ୍ନ ଆକାଶର ଅବିର ରଙ୍ଗରେ, ଜହ୍ନ, ତାରା, ନକ୍ଷତ୍ର ଙ୍କ ଭିଡ ଆଉ ସ୍ବପ୍ନ ସାଥେ, ନିଦ ସାଥେ ଲୁଚକାଳି ଖେଳୁଥିବା ତୁମ ସ୍ମୃତି ଅନଙ୍ଗ ଛୁଆଁରେ ।। Beautiful and melodious. 10+ for the sharing of this nice poem.

କେତେ ବାର ଲୋଡିଛି ତୁମକୁ ମାଟିରୁ ଆକାଶ ବ୍ୟାପୀ ନୀଳ ଜୋଛନାରେ, ଅପରାହ୍ନ ଆକାଶର ଅବିର ରଙ୍ଗରେ, Beautiful poem dear. Keep writing.10 for it.
This poem has not been translated into any other language yet.
I would like to translate this poem
କେତେ ବାର ଲୋଡିଛି ତୁମକୁ ମାଟିରୁ ଆକାଶ ବ୍ୟାପୀ ନୀଳ ଜୋଛନାରେ, ଅପରାହ୍ନ ଆକାଶର ଅବିର ରଙ୍ଗରେ Beautiful poem sharing 10++±