ଫୁଲ ର ସୁବାସ
ଭରିଦିଏ ନୂଆମୋହ
ଆକର୍ଷଣ, ଅସୀମ, ଦୁବାର
ବିମୋହିତ ଭଅଁର ର ପାଦ-
ଲାଖିଯାଏ ପାଖୁଡା ଛାତି ରେ,
ମନ ହୁଏ, ବସିଥାନ୍ତା
ବିତିଯାନ୍ତା ଯୁଗ ପରେ ଯୁଗ ।
ମହକିତ ରାସ୍ତା ଧାରେ
ପଥିକ ର ଧୀର ଧୀର ଚାଲି
ବାରମ୍ବାର କିଏ ଅବା
ନାଆଁ ଧରି ଡାକେ
ମିଠା ବାସ୍ନା, ମିଠା ମିଠା ସୁରେ-
ଆସିବା କୁ, ତା ପାଶ କୁ-
ନ ଯିବା କୁ ଦୂରେ ।।
ମହକିତ ରାସ୍ତା ଧାରେ ପଥିକ ର ଧୀର ଧୀର ଚାଲି ବାରମ୍ବାର କିଏ ଅବା ନାଆଁ ଧରି ଡାକେ ମିଠା ବାସ୍ନା, ମିଠା ମିଠା ସୁରେ- ଆସିବା କୁ, ତା ପାଶ କୁ- ନ ଯିବା କୁ ଦୂରେ ।। I like this line
ମହକିତ ରାସ୍ତା ଧାରେ ପଥିକ ର ଧୀର ଧୀର ଚାଲି ବାରମ୍ବାର କିଏ ଅବା ନାଆଁ ଧରି ଡାକେ ମିଠା ବାସ୍ନା, ମିଠା ମିଠା ସୁରେ- ଆସିବା କୁ, ତା ପାଶ କୁ- - - - - - - - - - - - - - -A lovely poem, thanks for sharing.
ଭରିଦିଏ ନୂଆମୋହ ଆକର୍ଷଣ, ଅସୀମ, ଦୁବାର ବିମୋହିତ ଭଅଁର ର ପାଦ- ଲାଖିଯାଏ ପାଖୁଡା ଛାତି ରେ, ମନ ହୁଏ, ବସିଥାନ୍ତା thanks Ranjan shearing a lovely poem 10+++++++
This poem has not been translated into any other language yet.
I would like to translate this poem
ଫୁଲ ର ସୁବାଷ ଭରିଦିଏ ନୂଆମୋହ ଆକର୍ଷଣ, ଅସୀମ, ଦୁବାର ବିମୋହିତ ଭଅଁର ର ପାଦ- ଲାଖିଯାଏ ପାଖୁଡା ଛାତି ରେ, ମନ ହୁଏ, ବସିଥାନ୍ତା ବିତିଯାନ୍ତା ଯଯୁଗ ପରେ ଯୁଗ ।thank you for sharing this poem
Thanks somya very nice comment
Thanks somya very nice comment babul