ଫୁଲ ପରି କଅଁଳ ମନ ରେ
ଏ ମହକ ଭରିଦିଏ ରଙ୍ଗ
ଆବେଗ ର ପୀୟୁଷ ପରଶେ
ବାସ୍ନାୟିତ ଆତ୍ମା, ଚଉଦିଗ ।।
ସବୁ କିଛି ଢାଳି ଦେଇ ତାର
ଜଗତ କୁ ଭରେ ମହକ ରେ,
ଜୀବନ ର କଣ୍ଟକିତ ପଥେ-
ଚାଲିବା ର ଇଚ୍ଛା, ମନେ ଭରେ ।।
ଫୁଲ ଟିଏ ଝଡିଗଲା ପରେ
ଯେମିତିକା ବାସ ଚହଟାଏ,
ସେମିତି ମୁଁ ଭଲ ପାଉଥିବି-
ଶେଷ ଶ୍ୱାସ ତେଜି ଦେବା ଯାଏ ।।।
Okay, guys and gals! I see you read and comment in the poet's language. So how about throwing in a translation for me, your itty bitty American friend who is so under-educated as to have learned only one language. Well,2 if you count high-school Spanish which I used to be able to read but could never speak understandably. : D
Sigh... I have read all your poetry you so sweetly translated into English so I hopped on the train and came to this poem hoping it too had been translated... I hope your write more poetry soon [but no pressure, no pressure]!
i wonder if would you like to include a translation to English for 'US in the U.S.'? ? :) bri if your answer is yes, send a message; i rarely return to a poem.
ଫୁଲର କଅଁଳ ପରଶ ଝୁରି ହୁଏ ମନ ବର୍ଷ ବର୍ଷ, ଫୁଲର ସୁନ୍ଦର ପାଖୁଡା ଖେଳାଏ ବାସ୍ନାର ଅଖାଡା, ଝଡି ଯାଏ ଫୁଲ ସିନା ଝଡ଼େ ନାହିଁ ବାସନା, ଫୁଲ ଦିଏ ଅଭୁଲା ପରଶ ସିଏ କେବେ କରେ ନାହିଁ ମନା.. ଏହି କବିତା ଟି ସୁନ୍ଦର ଓ ଚମତ୍କାର ହୋଇଛି. । This is amazing! ..10
This poem has not been translated into any other language yet.
I would like to translate this poem
Thanks RANJAN for your beautiful poem shairing with us.