କେଉଁ ଦୁନିଆ କୁ
ଚାଲି ଗଲ ସଖୀ
ଅଚାନକ ମୋର
ଜୀବନ ର ପରିଧି ରୁ,
କାହା ଅଭିଳାଷ
କଳ୍ପନା ବିଳାସ,
ଆକର୍ଷଣ, ନେଲା
ଦୂରେ, ତୁମକୁ ମୋ' ଠାରୁ?
ଯାହା ପାଇଁ ଥିଲା
ତୁମ ଅନ୍ତର ରେ
ଏତେ ପ୍ରେମ ଏତେ
ସ୍ନେହ, ଅନୁରାଗ ଧାରା-
କିଏ ସେ ଅଶୁଭ
ନଜର ରେ ଜାଳି
ପାଉଁଶ କରିଲା
ମୋ ସ୍ୱପ୍ନ -ଦୁନିଆଁ, ସାରା?
ଯାହା ପାଇଁ ଥିଲା ତୁମ ଅନ୍ତର ରେ ଏତେ ପ୍ରେମ ଏତେ ସ୍ନେହ, ଅନୁରାଗ ଧାରା- କିଏ ସେ ଅଶୁଭ ନଜର ରେ ଜାଳି ପାଉଁଶ କରିଲା ମୋ ସ୍ୱପ୍ନ -ଦୁନିଆଁ, ସାରା ।। So lovely poem that chants the heart's song. 10+++
ଯାହା ପାଇଁ ଥିଲା ତୁମ ଅନ୍ତର ରେ ଏତେ ପ୍ରେମ ଏତେ ସ୍ନେହ, ଅନୁରାଗ ଧାରା- କିଏ ସେ ଅଶୁଭ ନଜର ରେ ଜାଳି ପାଉଁଶ କରିଲା ମୋ ସ୍ୱପ୍ନ -ଦୁନିଆଁ, ସାରା ।। A very melodious poem sir, please keep writing in Odia too. Thanks for sharing the beautiful poem. 10+++++ Rani
ଯାହା ପାଇଁ ଥିଲା ତୁମ ଅନ୍ତର ରେ ଏତେ ପ୍ରେମ ଏତେ ସ୍ନେହ, ଅନୁରାଗ ଧାରା- କିଏ ସେ ଅଶୁଭ ନଜର ରେ ଜାଳି ପାଉଁଶ କରିଲା ମୋ ସ୍ୱପ୍ନ -ଦୁନିଆଁ, ସାରା ।। A very melodious poem sir, please keep writing in Odia too. Thanks for sharing the beautiful poem.
କେଉଁ ଦୁନିଆକୁ କୁ ଚାଲି ଗଲ ସଖୀ ଅଚାନକ ମୋର ଜୀବନ ର ପରିଧିରୁ, କାହାା ଅଭିଳାଷ କଳ୍ପନା ବିଳାସ, ଆକର୍ଷଣ, ନେଲା ଦୂରେ, ତୁମକୁ ମୋ' ଠାାରୁ? A very melodious poem sir, please keep writing in Odia too. 10++++
Thanks for the beautiful remarks on the poem, Sabita dear.
Poet's PagePoemsQuotesCommentsStatsSend MessageShare on FacebookShare on Twitter Poems by Subhas Chandra Chakra: 129 / 133 « prev. poem next poem » ସଖୀ (Sakhi) - Poem by Subhas Chandra Chakra କେଉଁ ଦୁନିଆକୁ କୁ ଚାଲି ଗଲ ସଖୀ ଅଚାନକ ମୋର ଜୀବନ ର ପରିଧିରୁ, କାହାା ଅଭିଳାଷ କଳ୍ପନା ବିଳାସ, ଆକର୍ଷଣ, ନେଲା ଦୂରେ, ତୁମକୁ ମୋ' ଠାାରୁ? ଯାହା ପାଇଁ ଥିଲା ତୁମ ଅନ୍ତର ରେ ଏତେ ପ୍ରେମ ଏତେ ସ୍ନେହ, ଅନୁରାଗ ଧାରା- କିଏ ସେ ଅଶୁଭ ନଜର ରେ ଜାଳି ପାଉଁଶ କରିଲା ମୋ ସ୍ୱପ୍ନ -ଦୁନିଆଁ, ସାରା ।। A very melodious poem sir, please keep writing in Odia too. Thanks for sharing the beautiful poem.10++ for it.
Thanks dear Rini for the nice remarks and great words of inspiration.