ତୁମ ଚାହାଣୀ ର
ନୀଳ ଦୂଇ ନିଆଁ
ମୋ ପ୍ରଣୟ ବେଦୀ ପରେ ।
ସାଗର ଗଭୀର
ଭଲ ପାଇବା ର
ନୀଳ ପରଶ ରେ ଜଳେ ।।
ଆଖି ର ଉହାଡେ
ଆଗାମୀ ସପନ
ଚୁପି ଚୁପି ଝଳୁଥାଏ-
ପାହାଡ ଏ ପାରେ
ମନ ପାନ୍ଥଶାଳା
ତୁମକୁ ଗୋ ଝୁରୁଥାଏ ।।
ପାହାଡ ଏ ପାରେ ମନ ପାନ୍ଥଶାଳା ତୁମକୁ ଗୋ ଝୁରୁଥାଏ ।। Beautifully written poem. 10++++
ପାହାଡ ଏ ପାରେ ମନ ପାନ୍ଥଶାଳା ତୁମକୁ ଗୋ ଝୁରୁଥାଏ ।। Nicely written, thanks. 10++++
ଆଖି ର ଉହାଡେ ଆଗାମୀ ସପନ ଚୁପି ଚୁପି ଝଳୁଥାଏ- ପାହାଡ ଏ ପାରେ ମନ ପାନ୍ଥଶାଳା ତୁମକୁ ଗୋ ଝୁରୁଥାଏ ।। Loved the lyric and the pic selected as well. Thanks Subhas for it. 10++++
ଆଖି ର ଉହାଡେ ଆଗାମୀ ସପନ ଚୁପି ଚୁପି ଝଳୁଥାଏ- ପାହାଡ ଏ ପାରେ ମନ ପାନ୍ଥଶାଳା ତୁମକୁ ଗୋ ଝୁରୁଥାଏ ।। Beautiful poem. Thanks a lot. 10+++++
This poem has not been translated into any other language yet.
I would like to translate this poem
ଆଖି ର ଉହାଡେ ଆଗାମୀ ସପନ ଚୁପି ଚୁପି ଝଳୁଥାଏ- ପାହାଡ ଏ ପାରେ ମନ ପାନ୍ଥଶାଳା ତୁମକୁ ଗୋ ଝୁରୁଥାଏ ।। Nicely penned. 10++++