ଆଜିର ବିଦାୟ ବେଳା
ଭରିଥିଲା ଅମୃତର ସ୍ପର୍ଶ
ମୋ ଭିତର କୋଣ ଅନୁକୋଣେ
ଭରିଥିଲା ତୁମ ଓଠ ହସ!
ଜୀବନର
ଅନ୍ତିମ ଲଗନ ତକ
ଏ ହସ ର ଅସରନ୍ତି ଝର
ମୋ ଆତ୍ମାକୁ ଶୀତଳାଉ ଥାଉ
ଭିଜୁଥାଉ
ଅବଶିଷ୍ଟ ପରମାୟୁ ମୋର ।।
ତମ ହସ ନିଷ୍ପାପ ତରଙ୍ଗେ
ସାତରଙ୍ଗୀ ଇନ୍ଦ୍ରଧନୁ ସମ -
ଆଙ୍କି ଦେଲ ମୋର ଅଙ୍ଗେ ଅଙ୍ଗେ
ଭରି ଉଷ୍ମ ପରଶ ନରମ ।।
ସାରା ଦିନ ପୁଞ୍ଜିଭୂତ ଗ୍ଲାନି
ଯେତେ ଥିଲା ମାନ ଅଭିମାନ
ତମ ଚୋରା ଚାହାଣୀ ନିଆଁରେ
ପଲକରେ ହୋଇଲା ଉଭାନ ।।
ଜୀବନର ଅନ୍ତିମ ଲଗନ ତକ ଏ ହସ ର ଅସରନ୍ତି ଝର ମୋ ଆତ୍ମାକୁ ଶୀତଳାଉ ଥାଉ ଭିଜୁଥାଉ ଅବଶିଷ୍ଟ ପରମାୟୁ ମୋର ।। ବହୁତ ସୁନ୍ଦର କବିତା, ମନଛୁଆଁ ହୋଇପାରିଛି। Thanks for the sharing. 10 for it.
ତମ ହସ ନିଷ୍ପାପ ତରଙ୍ଗେ ସାତରଙ୍ଗୀ ଇନ୍ଦ୍ରଧନୁ ସମ - ଆଙ୍କି ଦେଲ ମୋର ଅଙ୍ଗେ ଅଙ୍ଗେ ଭରି ଉଷ୍ମ ପରଶ ନରମ ।। Lovely line I enjoy this poem 💯+++++
Poet's PagePoemsQuotesCommentsStatsE-BooksBiographySend Message Poems by Subhas Chandra Chakra: 448 / 578 « prev. poem next poem » ତୁମକୁ ଭେଟିବା ପରେ -011 (Tumaku Bhetiba Pare -11 / Odia Poem) - Poem by Subhas Chandra Chakra ଆଜିର ବିଦାୟ ବେଳା ଭରିଥିଲା ଅମୃତର ସ୍ପର୍ଶ ମୋ ଭିତର କୋଣ ଅନୁକୋଣେ ଭରିଥିଲା ତୁମ ଓଠ ହସ! ଜୀବନର ଅନ୍ତିମ ଲଗନ ତକ ଏ ହସ ର ଅସରନ୍ତି ଝର ମୋ ଆତ୍ମାକୁ ଶୀତଳାଉ ଥାଉ ଭିଜୁଥାଉ ଅବଶିଷ୍ଟ ପରମାୟୁ ମୋର ।। what a beautiful poem shearing thanks 10++++++++++
ସାରା ଦିନ ପୁଞ୍ଜିଭୂତ ଗ୍ଲାନି ଯେତେ ଥିଲା ମାନ ଅଭିମାନ ତମ ଚୋରା ଚାହାଣୀ ନିଆଁରେ ପଲକରେ ହୋଇଲା ଉଭାନ ।। Great lyrical poem. 10++
ତମ ହସ ନିଷ୍ପାପ ତରଙ୍ଗେ ସାତରଙ୍ଗୀ ଇନ୍ଦ୍ରଧନୁ ସମ - ଆଙ୍କି ଦେଲ ମୋର ଅଙ୍ଗେ ଅଙ୍ଗେ ଭରି ଉଷ୍ମ ପରଶ ନରମ ।। Beautiful rainbow in the poem. 10.
ତମ ହସ ନିଷ୍ପାପ ତରଙ୍ଗେ ସାତରଙ୍ଗୀ ଇନ୍ଦ୍ରଧନୁ ସମ - ଆଙ୍କି ଦେଲ ମୋର ଅଙ୍ଗେ ଅଙ୍ଗେ ଭରି ଉଷ୍ମ ପରଶ ନରମ ।। Nice lyrical poem.10.
This poem has not been translated into any other language yet.
I would like to translate this poem
ଜୀବନର ଅନ୍ତିମ ଲଗନ ତକ ଏ ହସ ର ଅସରନ୍ତି ଝର ମୋ ଆତ୍ମାକୁ ଶୀତଳାଉ ଥାଉ ଭିଜୁଥାଉ ଅବଶିଷ୍ଟ ପରମାୟୁ ମୋର ।। Thanks for this nice odia lyrics.