ପାନ୍ଥଶାଳା-013 (Pantha Shala-13/Odia Poem) Poem by Subhas Chandra Chakra

ପାନ୍ଥଶାଳା-013 (Pantha Shala-13/Odia Poem)

Rating: 5.0

ଅର୍ବୁଦ ସପନ,

କୋଟି କାମନା ର

କଢ ଫୁଟା ରାତି ଧାରେ,

ତୁମ ଓଠ ଲକ୍ଷ

ଚୁମ୍ବନ ରାଗ ରେ

ଜୋଛନା ଲାଜ ରେ ମରେ ।।

ଅୟୁତ ସ୍ମୃତି ର

କାଶତଣ୍ଡୀ ଶେଯ

ଯା ଛୁଆଁ ରେ ଭିଜୁଥିଲା-

ଆଜି ସେ ଅତୀତ

ଅପୂରଣ କ୍ଷତ

ଶାପ ଗ୍ରସ୍ତ ପାନ୍ଥଶାଳା ।।

ପାନ୍ଥଶାଳା-013 (Pantha Shala-13/Odia Poem)
Monday, September 25, 2017
Topic(s) of this poem: loneliness,lonely,love
COMMENTS OF THE POEM
D Priyanka Singh 25 September 2017

ଅୟୁତ ସ୍ମୃତି ର କାଶତଣ୍ଡୀ ଶେଯ ଯା ଛୁଆଁ ରେ ଭିଜୁଥିଲା- ଆଜି ସେ ଅତୀତ ଅପୂରଣ କ୍ଷତ ଶାପ ଗ୍ରସ୍ତ ପାନ୍ଥଶାଳା ।। Beautiful poem, nicely lyrical. 10+++

7 0 Reply
Ranjan Kumar Ghosh 23 October 2017

I enjoy your poem sir10++++++++++++++

1 0 Reply
D Priyanka Singh 02 October 2017

କାଶତଣ୍ଡୀ ଶେଯ ଯା ଛୁଆଁ ରେ ଭିଜୁଥିଲା- ଆଜି ସେ ଅତୀତ ଅପୂରଣ କ୍ଷତ ଶାପ ଗ୍ରସ୍ତ ପାନ୍ଥଶାଳା ।। Nice poem. 10+++

1 0 Reply
Anita Aparajita Das 29 September 2017

ଆଜି ସେ ଅତୀତ ଅପୂରଣ କ୍ଷତ ଶାପ ଗ୍ରସ୍ତ ପାନ୍ଥଶାଳା ।। Nicely penned. 10+++

2 0 Reply
Sabita Sahoo 28 September 2017

ଆଜି ସେ ଅତୀତ ଅପୂରଣ କ୍ଷତ ଶାପ ଗ୍ରସ୍ତ ପାନ୍ଥଶାଳା ।। Nice pom, thanks. 10+++

4 0 Reply
Sanjukta Sahoo 28 September 2017

ଅୟୁତ ସ୍ମୃତି ର କାଶତଣ୍ଡୀ ଶେଯ ଯା ଛୁଆଁ ରେ ଭିଜୁଥିଲା- ଆଜି ସେ ଅତୀତ ଅପୂରଣ କ୍ଷତ ଶାପ ଗ୍ରସ୍ତ ପାନ୍ଥଶାଳା ।। Wow, what a lyrical poem? Thanks,10++++

5 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success