ପାନ୍ଥଶାଳା-014 (Pantha Shala-14/Odia Poem) Poem by Subhas Chandra Chakra

ପାନ୍ଥଶାଳା-014 (Pantha Shala-14/Odia Poem)

Rating: 5.0

ହସିଲା ଓଠ ର

ତରଙ୍ଗେ ତରଙ୍ଗେ

ଫଗୁଣ ର ରଙ୍ଗ ଥିଲା,



କୁଆଁରୀ ଆଖି ର

ପାହାନ୍ତି ସପନ

କାନେ କାନେ କହୁଥିଲା-



ଶ୍ରାବଣୀ ସନ୍ଧ୍ୟା ର

ଅଭିଆଡି ଛୁଆଁ

ବେକ ମୂଳ ଜାଳୁଥିଲା-



ଆଜି ନାହଁ ତମେ

ମୋ ବାହୁ ର ଡୋରେ

ଖାଲି ଖାଲି ପାନ୍ଥଶାଳା ।।

ପାନ୍ଥଶାଳା-014 (Pantha Shala-14/Odia Poem)
Monday, September 25, 2017
Topic(s) of this poem: desert,desire,loneliness,lonely,love,love and art,love and dreams,love and friendship,love and life,old memory
COMMENTS OF THE POEM
D Priyanka Singh 02 October 2017

ଆଜି ନାହଁ ତମେ ମୋ ବାହୁ ର ଡୋରେ ଖାଲି ଖାଲି ପାନ୍ଥଶାଳା ।। Pain of separation, well expressed. 10+++

0 0 Reply
Anita Aparajita Das 29 September 2017

ଆଜି ନାହଁ ତମେ ମୋ ବାହୁ ର ଡୋରେ ଖାଲି ଖାଲି ପାନ୍ଥଶାଳା ।। Great poem, thanks. 10+++

2 0 Reply
Sabita Sahoo 28 September 2017

ଶ୍ରାବଣୀ ସନ୍ଧ୍ୟା ର ଅଭିଆଡି ଛୁଆଁ ବେକ ମୂଳ ଜାଳୁଥିଲା- ଆଜି ନାହଁ ତମେ ମୋ ବାହୁ ର ଡୋରେ ଖାଲି ଖାଲି ପାନ୍ଥଶାଳା ।। Great poem so nicely written. 10+++

3 0 Reply
Sanjukta Sahoo 28 September 2017

ଆଜି ନାହଁ ତମେ ମୋ ବାହୁ ର ଡୋରେ ଖାଲି ଖାଲି ପାନ୍ଥଶାଳା । Loneliness and separation well expressed. 10++++

4 0 Reply
D Priyanka Singh 25 September 2017

ଶ୍ରାବଣୀ ସନ୍ଧ୍ୟା ର ଅଭିଆଡି ଛୁଆଁ ବେକ ମୂଳ ଜାଳୁଥିଲା- ଆଜି ନାହଁ ତମେ ମୋ ବାହୁ ର ଡୋରେ ଖାଲି ଖାଲି ପାନ୍ଥଶାଳା ।। Nice lyrical poem, thanks. 10+++

6 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success